ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 11 Pro Max

iPhone 11 Pro Max ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍ ଫୀଚର୍‌ର ଲୋକେଶନ୍ ଜାଣନ୍ତୁ।

iPhone 11 Pro Max ର ସାମ୍ନା ପଟ ଦୃଶ୍ଯ। ସାମ୍ନା କ୍ୟାମେରା ଶୀର୍ଷ ଭାଗର ମଝିରେ ଅଛି। ଡାହାଣ ପାର୍ଶ୍ୱରେ, ଶୀର୍ଷରୁ ନିମ୍ନ ପର୍ଯ୍ଯନ୍ତ, ସାଇଡ୍ ବଟନ୍ ଏବଂ SIM ଟ୍ରେ ଅଛି। ନିମ୍ନରେ Lightning କନେକ୍ଟର୍ ଅଛି। ବାମ ପାର୍ଶ୍ୱରେ, ନିମ୍ନରୁ ଶୀର୍ଷ ପର୍ଯ୍ଯନ୍ତ ଭଲ୍ଯୂମ୍ ବଟନ୍ ଏବଂ ରିଂ/ସାଇଲେଣ୍ଟ୍ ସ୍ବିଚ୍ ଅଛି।

1 ସାମ୍ନା କ୍ଯାମେରା

2 ସାଇଡ୍ ବଟନ୍

3 SIM ଟ୍ରେ

4 Lightning କନେକ୍ଟର୍

5 ଭଲ୍ଯୂମ୍ ବଟନ୍

6 ରିଂ/ସାଇଲେଣ୍ଟ୍ ସ୍ବିଚ୍

iPhone 11 Pro Max ର ପଛପଟ ଦୃଶ୍ଯ। ପଛ କ‍୍ୟାମେରା ଓ ଫ୍ଲାଶ୍ ଶୀର୍ଷ ବାମରେ ଅଛି।

7 ପଛ କ‍୍ୟାମେରା

8 ଫ୍ଲାଶ୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.