ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରନ୍ତୁ

ଆପଣ ଏକ SIM କାର୍ଡ୍, vCard କିମ୍ବା ଏକ ଡିରେକ୍ଟୋରିରୁ କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରିପାରିବେ।

ଏକ SIM କାର୍ଡ (GSM)ରୁ କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ କଣ୍ଟାକ୍ଟ୍‌ରେ ଟାପ୍ କରନ୍ତୁ।

  3. “SIM କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

vCard ରୁ କଣ୍ଟାକ୍ଟ୍ ଇମ୍ପୋର୍ଟ୍ କରନ୍ତୁ

ଏକ ଇମେଲ୍ କିମ୍ବା ମେସେଜ୍‌ରେ “.vcf ଆଟାଚ୍‌ମେଣ୍ଟ୍”ରେ ଟାପ୍ କରନ୍ତୁ।

ଡିରେକ୍ଟୋରିରୁ ଏକ କଣ୍ଟାକ୍ଟ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଥିବା କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ।

  2. “ଲିଷ୍ଟ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣ ସର୍ଚ୍ଚ୍ କରିବାକୁ ଚାହୁଁଥିବା GAL, CardDAV କିମ୍ବା LDAP ଡିରେକ୍ଟୋରିରେ ଟାପ୍ କରନ୍ତୁ।

  3. ଆପଣଙ୍କ ସର୍ଚ୍ଚ୍‌ରେ ଲେଖନ୍ତୁ।

  4. ଆପଣଙ୍କ କଣ୍ଟାକ୍ଟ୍‌ରେ ସେହି ବ୍ଯକ୍ତିଙ୍କ ସୂଚନା ସେଭ୍ କରିବା ପାଇଁ ତାଙ୍କ ନାମ ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.