ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ମେସେଜ୍ ଫର୍‌ୱର୍ଡ୍ ଏବଂ ଶେୟର୍ କରନ୍ତୁ

ଆପଣ ଏକ ବାର୍ତ୍ତାଳାପରେ ଏକ କିମ୍ବା ଅଧିକ ଟେକ୍ସଟ୍ ମେସେଜ୍ ବିଭିନ୍ନ ପ୍ରାପ୍ତକର୍ତ୍ତାଙ୍କୁ ଫର୍‌ୱର୍ଡ୍ କରିପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଆପଣ ଫର୍‌ୱର୍ଡ୍ କରିବାକୁ ଚାହୁଁଥିବା ଏକ ମେସେଜ୍ ବବଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଅଧିକ”ରେ ଟାପ୍ କରନ୍ତୁ।

  3. ଫର୍‌ୱର୍ଡ୍ କରିବା ପାଇଁ ଗୋଟିଏ କିମ୍ବା ଅଧିକ ମେସେଜ୍ ଚୟନ କରିବା ପାଇଁ ଟାପ୍ କରନ୍ତୁ, ତା’ପରେ “ଫର୍‌ଓ୍ବର୍ଡ୍” ବଟନ୍ ରେ ଟାପ୍ କରନ୍ତୁ।

  4. ପ୍ରାପ୍ତକର୍ତ୍ତାଙ୍କୁ ଲେଖନ୍ତୁ, ତା’ପରେ “ପଠାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଟିପ୍‌: ମେସେଜ୍ ବବଲ୍ ଏବଂ ଟାଇମ୍‌ଷ୍ଟାମ୍ପ୍‌କୁ ଏକ ବାର୍ତ୍ତାଳାପରେ ଯେମିତି ସେମିତି ଦେଖାଇବା ପାଇଁ, ସ୍କ୍ରୀନ୍‌ଶଟ୍କୁ ଫର୍‌ୱର୍ଡ୍ କରାଯାଇଥିବା ମେସେଜ୍ ପରିବର୍ତ୍ତେ ଆଟାଚ୍ ହୋଇଥିବା ଇମେଜ୍ ଭାବରେ ପଠାନ୍ତୁ।

ଆପଣ ବ୍ଯବହାର କରୁଥିବା ଅନ୍ଯ ଡିଭାଇସ୍‌ରେ ସମାନ ମେସେଜ୍ ଦେଖିବା ପାଇଁ, ଆପଣଙ୍କ ସମସ୍ତ Apple ଡିଭାଇସ୍‌ରେ ଆପଣଙ୍କ ମେସେଜ୍ ସିଙ୍କ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.