ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା Safari ରେ ୱେବ୍‌ପେଜ୍‌କୁ PDF ଭାବରେ ଏନୋଟେଟ୍ କରି ସେଭ୍ କରନ୍ତୁ

ଆପଣ ଏକ ୱେବ୍‌ପେଜ୍ ଚିହ୍ନିତ କରିପାରିବେ, ଆପଣଙ୍କ ଫେଭରିଟ୍ ଅଂଶକୁ ହାଇଲାଇଟ୍ କରିପାରିବେ, ନୋଟ୍ ଡ୍ର କରିପାରିବେ ଓ ଲେଖିପାରିବେ ଏବଂ ଅନ୍ଯମାନଙ୍କ ସହ ଆପଣଙ୍କ ଡକ୍ଯୁମେଣ୍ଟ୍‌କୁ PDF ଭାବେ ଶେୟର୍ କରିପାରିବେ।

ସ୍କ୍ରୀନ୍‌ର ନିମ୍ନରେ ଥିବା ମାର୍କ୍‌ଅପ୍ ଟୂଲ୍ ସହିତ ଏକ ଓ୍ବେବ୍‌ପେଜ୍‌ର PDF ଏନୋଟେଟ୍ କରାଯାଉଛି। ୱେବ୍‌ପୃଷ୍ଠାରେ ଏକ ଚୟନକୁ ହାଇଲାଇଟ୍ କରାଯାଇଛି।
  1. ଆପଣଙ୍କ iPhone ରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ୱବ୍‌ପେଜ୍‌କୁ ଯାଆନ୍ତୁ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣଙ୍କ ଟାବ୍ ଲେଆଉଟ୍ ନିମ୍ନ କିମ୍ବା ଶୀର୍ଷକୁ ଅଛି, ତେବେ “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ। “Safari ରେ ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

  3. “ମାର୍କ୍‌ଅପ୍ ”ରେ ଟାପ୍ କରନ୍ତୁ, ତା'ପରେ ୱେବ୍‌ପୃଷ୍ଠା ଏନୋଟେଟ୍ କରିବାକୁ ଟୂଲ୍ ବ୍ଯବହାର କରନ୍ତୁ।

  4. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ସମ୍ପୂର୍ଣ୍ଣରେ ଟାପ୍ କରନ୍ତୁ, ତା’ପରେ “ଏଥିରେ ଫାଇଲ୍ ସେଭ୍ କରନ୍ତୁ” ବାଛନ୍ତୁ।

  5. ଫାଇଲ୍ ପାଇଁ ଏକ ନାମ ଲେଖନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.