ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ FaceTime କଲ୍ ସମୟରେ ଅନ୍ଯ ଆପ୍ ବ୍ଯବହାର କରନ୍ତୁ

ଆପଣ FaceTime ଆପ୍ ବ୍ୟବହାର କରି ଏକ କଲ୍‌ରେ ଥିବା ସମୟରେ, ଆପଣ ଅନ୍ୟ ଆପ୍‌ଗୁଡ଼ିକ ବ୍ୟବହାର କରିପାରିବେ- ଉଦାହରଣ ସ୍ୱରୂପ, ସୂଚନା ଦେଖିବା, ଏକ ନୋଟ୍ ଲେଖିବା କିମ୍ବା ଏକ ଗଣନା କରିବା।

  1. ଆପଣଙ୍କ iPhone ରେ ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍ ଖୋଲିବା ପାଇଁ ଏକ ଆପ୍ ଆଇକନ୍‌ରେ ଟାପ୍ କରନ୍ତୁ।

  3. FaceTime ସ୍କ୍ରୀନ୍‌କୁ ଫେରିବାକୁ, ସ୍କ୍ରୀନ୍‌ର ଶୀର୍ଷରେ ଥିବା ସବୁଜ ବାର୍ (କିମ୍ୱା FaceTime ଆଇକନ୍)ରେ ଟାପ୍ କରନ୍ତୁ।

ଅନ୍ଯ ଏକ ଆପ୍ ବ୍ଯବହାର କରିବା ସମୟରେ ଆପଣ ନିଜ FaceTime କଲ୍‌ରେ ଅନ୍ଯ ଲୋକମାନଙ୍କ ସହିତ ମଧ୍ଯ ନିଜ ସ୍କ୍ରୀନ୍ ଶେୟର୍ କରିପାରିବେ। FaceTime କଲ୍‌ରେ ଆପଣଙ୍କ ସ୍କ୍ରୀନ୍ ଶେୟର୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.