ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ପାଣିପାଗ ଆଇକନ୍ ବିଷୟରେ ଜାଣନ୍ତୁ

ପାଣିପାଗ ଆପ୍ ରେ ଥିବା ଆଇକନ୍‌ଗୁଡ଼ିକ କୁହୁଡ଼ି କିମ୍ବା ଅସ୍ପଷ୍ଟ ପରି ଭିନ୍ନ ପାଣିପାଗ ଅବସ୍ଥାକୁ ସୂଚାଇଥାଏ। ଏଠାରେ କିଛି ପାଣିପାଗ ଆଇକନର ଏକ ଲିଷ୍ଟ୍ ଅଛି ଏବଂ ସେଗୁଡ଼ିକର ଅର୍ଥ କ’ଣ।

ଆଇକନ୍

ବର୍ଣ୍ଣନା

ସୂର୍ଯ୍ଯୋଦୟ ଦର୍ଶାଉଥିବା ଆଇକନ୍।

ସୂର୍ଯୋଦୟ

ସୂର୍ଯାସ୍ତ ଦର୍ଶାଉଥିବା ଆଇକନ୍।

ସୂର୍ଯ୍ୟାସ୍ତ

ସ୍ପଷ୍ଟ କିମ୍ବା ଅଧିକାଂଶ ସ୍ପଷ୍ଟ ଦର୍ଶାଉଥିବା ଆଇକନ୍।

ସ୍ପଷ୍ଟ/ସର୍ବାଧିକ ସ୍ପଷ୍ଟ

ଆଂଶିକ ଭାବେ ମେଘୁଆ ଅବସ୍ଥାକୁ ଦର୍ଶାଉଥିବା ଆଇକନ୍।

ଆଂଶିକ ଭାବେ ମେଘୁଆ

କୁହୁଡ଼ି ଦର୍ଶାଉଥିବା ଆଇକନ୍।

ଅସ୍ପଷ୍ଟ

କୁହୁଡ଼ି ଦର୍ଶାଉଥିବା ଆଇକନ୍।

କୁହୁଡ଼ି

ପବନ କିମ୍ବା ଥଣ୍ଡା ଦର୍ଶାଉଥିବା ଆଇକନ୍।

ଅଧିକ ବେଗରେ ପବନ/ହାଲୁକା ପବନ ବହୁଛି

ମେଘୁଆ ପାଗ ଦର୍ଶାଉଥିବା ଆଇକନ୍।

ମେଘୁଆ

ବଜ୍ରପାତ ଦର୍ଶାଉଥିବା ଆଇକନ୍।

ବଜ୍ରପାତ

ବର୍ଷା ଦର୍ଶାଉଥିବା ଆଇକନ୍।

ବର୍ଷା

ପ୍ରବଳ ବର୍ଷା ଦର୍ଶାଉଥିବା ଆଇକନ୍।

ପ୍ରବଳ ବର୍ଷା

ଝିପିଝିପି କିମ୍ବା ଥଣ୍ଡା ଝିପିଝିପି ବର୍ଷା ଦର୍ଶାଉଥିବା ଆଇକନ୍।

ଝିପିଝିପି/ଥଣ୍ଡା ଝିପିଝିପି ବର୍ଷା

ତୁଷାର ଦର୍ଶାଉଥିବା ଆଇକନ୍।

ତୁଷାର

ଭାରୀ ତୁଷାରପାତ କିମ୍ବା ତୁଷାରଝଡ଼ର ଦର୍ଶାଉଥିବା ଆଇକନ୍।

ପ୍ରବଳ ତୁଷାରପାତ/ତୁଷାର ଝଡ଼

ଥଣ୍ଡା କିମ୍ବା ତୁଷାରପାତ ଦର୍ଶାଉଥିବା ଆଇକନ୍।

ଅତ୍ୟଧିକ ଥଣ୍ଡା ବର୍ଷା/ବର୍ଷା ସହ ବରଫପାତ/କୋହଲା ପାଗ

ରାତ୍ରିକାଳୀନ ସ୍ୱଚ୍ଛତା ଦର୍ଶାଉଥିବା ଆଇକନ୍।

ସ୍ୱଚ୍ଛ/ସର୍ବାଧିକ ସ୍ୱଚ୍ଛ (ରାତି)

ଆଂଶିକ ଭାବେ ମେଘୁଆ ରାତ୍ରିକାଳୀନ ଆଇକନ୍।

ଆଂଶିକ ମେଘୁଆ (ରାତି)

ରାତ୍ରିକାଳୀନ ଝିପିଝିପି ବର୍ଷା ଦର୍ଶାଉଥିବା ଆଇକନ୍।

ଝିପିଝିପି ବର୍ଷା (ରାତି)

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.