ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ସ୍ୱାସ୍ଥ୍ଯ ଆପ୍‌ରେ ଆପଣଙ୍କ ସ୍ଲୀପ୍‌ ହିଷ୍ଟ୍ରି ଦେଖନ୍ତୁ

ସ୍ଲୀପ୍‌ ଡେଟା ଆପଣଙ୍କ ନିଦ୍ରା ଅଭ୍ଯାସ ବିଷୟରେ ସୂଚନା ପ୍ରଦାନ କରେ।

ସ୍ଲୀପ୍‌ ଡେଟା ପ୍ରାପ୍ତ କରିବା ପାଇଁ, ଆପଣ ଏକ ସ୍ଲୀପ୍‌ ଟ୍ରାକର୍ କିମ୍ବା ମନିଟର୍‌ ବ୍ଯବହାର କରିପାରିବେ କିମ୍ବା ମାନ୍ୟୁଅଲ୍‌ ଭାବରେ ଡେଟା ଯୋଡ଼ିପାରିବେ।

Siri: ସମର୍ଥିତ ମଡେଲ୍ରେ, ଏହିପରି କିଛି କୁହନ୍ତୁ: “ଗତ ରାତିରେ ମୁଁ କେତେ ସମୟ ଶୋଇଥିଲି?”ସମସ୍ତ ଭାଷା କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Siri କିପରି ବ୍ଯବହାର କରିବେ ଜାଣନ୍ତୁ

  1. ଆପଣଙ୍କ iPhoneରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ “ବ୍ରାଉଜ୍‌ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସ୍ଲୀପ୍‌”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ସପ୍ତାହ କିମ୍ବା ମାସ ଅନୁଯାୟୀ ସ୍ଲୀପ୍‌ ଡେଟା ଦେଖନ୍ତୁ: ସ୍କ୍ରୀନ୍‌ର ଶୀର୍ଷରେ ଏକ ଟାବ୍‌ରେ ଟାପ୍ କରନ୍ତୁ।

    • ଗ୍ରାଫ୍‌ରେ ପ୍ରଦର୍ଶିତ ସମୟ ସ୍ପାନ୍‌ର ପରିବର୍ତ୍ତନ କରନ୍ତୁ: ଗ୍ରାଫ୍ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

    • ଗୋଟିଏ ଦିନର ବିବରଣୀ ଦେଖନ୍ତୁ: ଦିନ ପାଇଁ ସ୍ତମ୍ଭରେ ଟାପ୍‌ କରନ୍ତୁ।

    • ମାନ୍ଯୁଅଲ୍‌ ଭାବରେ ସ୍ଲୀପ୍‌ ଡେଟା ଯୋଡ଼ନ୍ତୁ: ସ୍କ୍ରୀନ୍‌ର ଶୀର୍ଷ-ଡାହାଣ କୋଣରେ “ଡେଟା ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

    • କ୍ଯୁମୁଲେଟିଭ୍‌ ସ୍ଲୀପ୍‌ ଡେଟା ପ୍ରାପ୍ତ କରନ୍ତୁ: “ଅଧିକ ସ୍ଲୀପ୍‌ ଡେଟା ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.