ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଇମେଲ୍ ଆଟାଚ୍‌ମେଣ୍ଟ୍‌ ଆନୋଟେଟ୍‌ କରନ୍ତୁ

Mail ଆପ୍‌ରେ ଆପଣ ଏକ ଡ୍ରାଫ୍ଟ୍‌ ଉପରେ ମତାମତ ଦେଇପାରିବେ, ଏକ ଫଟୋ ସଜାଡ଼ିପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ। ଆପଣ ଏକ ଫଟୋ, ଭିଡିଓ କିମ୍ବା PDF ଆଟାଚ୍‌ମେଣ୍ଟ୍‌ରେ ମଧ୍ୟ ଆଙ୍କିପାରିବେ ଏବଂ ଲେଖିପାରିବେ, ତା’ପରେ ଏହାକୁ ସେଭ୍ କରିପାରିବେ କିମ୍ବା ଏହାକୁ ପୁନଃ ପଠାଇପାରିବେ।

Mailରେ, ଏକ ଆଟାଚ୍‌ମେଣ୍ଟ୍‌ର PDFରେ ଇମୋଜିର ଷ୍ଟିକର୍ ଥାଏ। webpage ତଳେ ମାର୍କ୍‌ଅପ୍ ଟୁଲ୍ ଅଛି।
  1. ଆପଣଙ୍କ iPhoneରେ Mail ଆପ୍ କୁ ଯାଆନ୍ତୁ।

  2. ମେସେଜ୍‌ରେ, ଆଟାଚ୍‌ମେଣ୍ଟ୍‌ରେ ଟାପ୍‌ କରନ୍ତୁ, ତା’ପରେ “ମାର୍କ୍‌ଅପ୍” ବଟନ୍‌ରେ ଟାପ୍‌ କରନ୍ତୁ।

  3. ଡ୍ରଇଂ ଟୂଲ୍‌ ବ୍ଯବହାର କରି, ନିଜ ଆଙ୍ଗୁଠି ସହାୟତାରେ ଡ୍ର କରନ୍ତୁ।

  4. ସମାପ୍ତ ହେବା ପରେ, “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ, ତା’ପରେ ଆଟାଚ୍‌ମେଣ୍ଟ୍‌ର ପ୍ରେରକଙ୍କୁ ଉତ୍ତର ଦେବାକୁ ବାଛନ୍ତୁ, ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ, ଆପଣଙ୍କ ଫାଇଲ୍‌ଗୁଡ଼ିକରେ ଆନୋଟେଟ୍‌ ହୋଇଥିବା ଆଟାଚ୍‌ମେଣ୍ଟ୍ ସେଭ୍ କରନ୍ତୁ କିମ୍ବା ଆପଣଙ୍କ ଏଡିଟ୍ ହୋଇଥିବା ଆଟାଚ୍‌ମେଣ୍ଟ୍‌କୁ ଖାରଜ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.