ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଭାଷା ଏବଂ ଅଞ୍ଚଳ ପରିବର୍ତ୍ତନ କରନ୍ତୁ

ଆପଣ ସେଟ୍ଅପ୍ ସମୟରେ ନିଜ iPhoneର ଭାଷା ଏବଂ ଅଞ୍ଚଳ ବାଛନ୍ତି। ଯଦି ଆପଣ ଯାତ୍ରା କିମ୍ବା ମୂଭ୍ କରନ୍ତି, ତେବେ ଆପଣ ଭାଷା କିମ୍ବା ଅଞ୍ଚଳ ପରିବର୍ତ୍ତନ କରିପାରିବେ।

  1. ସେଟିଂସ୍‌  > ସାଧାରଣ > ଭାଷା ଓ ଅଞ୍ଚଳକୁ ଯାଆନ୍ତୁ।

  2. ନିମ୍ନଲିଖିତ ସେଟ୍ କରନ୍ତୁ:

    • iPhone ପାଇଁ ଭାଷା

    • ଆପଣଙ୍କ ପସନ୍ଦର ଠିକଣା। (ସ୍ତ୍ରୀଲିଙ୍ଗୀ, ପୁରୁଷଲିଙ୍ଗୀ କିମ୍ବା ନିରପେକ୍ଷ ଚୟନ କରନ୍ତୁ। “ସବୁ ଆପ୍‌ ସହ ଶେୟର୍‌ କରନ୍ତୁ” ଚାଲୁ କରନ୍ତୁ ଯାହା ଦ୍ୱାରା ସମସ୍ତ ଆପ୍‌ ଆପଣଙ୍କୁ କିପରି ସମ୍ବୋଧନ କରିବେ ତାହା ପର୍ସନଲାଇଜ୍ କରିପାରିବେ। କିଛି ପ୍ରାଥମିକ ଭାଷା ପାଇଁ ଉପଲବ୍ଧ—ଉଦାହରଣ ସ୍ୱରୂପ, ସ୍ପାନିଶ୍‌।)

    • ଅଞ୍ଚଳ

    • କ୍ଯାଲେଣ୍ଡର୍‌ ଫର୍ମାଟ୍

    • ତାପମାତ୍ରା ଏକକ (ସେଲ୍‌ସିୟସ୍ କିମ୍ବା ଫ୍ଯାରନ୍‌ହାଇଟ୍)

    • ମାପ ପଦ୍ଧତି (ମେଟ୍ରିକ୍, US କିମ୍ବା UK)

    • ସପ୍ତାହର ପ୍ରଥମ ଦିନ

    • ଲାଇଭ୍ ଟେକ୍ସ୍‌ଟ୍ (ଟେକ୍ସଟ୍ ଯାହାକୁ ଆପଣା ଏକ ଇମେଜ୍‌ରୁ କପି କରିପାରିବେ କିମ୍ବା ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ)

  3. ଆପଣଙ୍କ iPhoneରେ ଅନ୍ଯ ଭାଷା ଏବଂ କୀବୋର୍ଡ୍ ଯୋଡ଼ିବାକୁ “ଭାଷା ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ଭାଷା ଚୟନ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.