ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ଦ୍ବାରା ଆପଣଙ୍କ ଘରକୁ ରିମୋଟ୍‌ ଭାବରେ କଣ୍ଟ୍ରୋଲ୍ କରନ୍ତୁ

ଘର ଆପ୍ ରେ, ଆପଣ ଘରୁ ଦୂରରେ ଥିବାବେଳେ ମଧ୍ୟ ଆପଣଙ୍କ ଆକ୍ସେସରି ନିୟନ୍ତ୍ରଣ କରିପାରିବେ। ଏହା କରିବା ପାଇଁ, ଆପଣଙ୍କୁ ଏକ ହୋମ୍‌ ହବ୍-ଏକ ଡିଭାଇସ୍‌ ଯେପରିକି Apple TV (4ର୍ଥ ଜେନେରେଶନ୍ କିମ୍ବା ପରବର୍ତ୍ତୀ ଭର୍ଶନ୍) କିମ୍ବା HomePod ଦରକାର।

ସେଟିଂସ୍ > [ଆପଣଙ୍କ ନାମ]> iCloudକୁ ଯାଆନ୍ତୁ, “ସବୁ ଦେଖନ୍ତୁ” ଉପରେ ଟାପ୍‌ କରନ୍ତୁ, ତା’ପରେ ଘର ଆପ୍‌ ଚାଲୁ କରନ୍ତୁ।

ଆପଣଙ୍କୁ ନିଜ ହୋମ୍‌ ହବ୍ ଡିଭାଇସ୍ ଏବଂ ନିଜ iPhoneରେ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିବାକୁ ହେବ।

ଯଦି ଆପଣଙ୍କର ଏକ Apple TV କିମ୍ବା HomePod ଅଛି ଏବଂ ଆପଣ ନିଜ iPhoneରେ ବ୍ଯବହାର କରିଥବା Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି, ତେବେ ଏହା ସ୍ୱୟଂଚାଳିତ ଭାବରେ ଏକ ହୋମ୍‌ ହବ୍ ଭାବରେ ସେଟ୍ ଅପ୍ ହୁଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.