ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ Safariରେ ୱେବ୍‌ପେଜ୍‌ ବ୍ରାଉଜିଂ ସମୟରେ ପ୍ରତିବନ୍ଧକ ଲୁଚାନ୍ତୁ

ଏକ ୱେବ୍ ପୃଷ୍ଠାରେ ମେନ୍ଯୁ ଏବଂ ଅନ୍ଯ ପ୍ରତିବନ୍ଧକ ଲୁଚାଇବା ପାଇଁ “ଡିଷ୍ଟ୍ରାକ୍ସନ୍ କଣ୍ଟ୍ରୋଲ୍” ବ୍ଯବହାର କରନ୍ତୁ।

Safariରେ, ଏକ ଓ୍ବେବ୍‌ସାଇଟ୍‌ରେ ପୃଷ୍ଠା ସେଟିଂସ୍ ବଟନ୍‌କୁ ଟାପ୍ କରାଯାଇଛି, ଯାହା “ବିଭ୍ରାନ୍ତିକର ଆଇଟମ୍ ଲୁଚାନ୍ତୁ” ସମେତ ବିକଳ୍ପଗୁଡ଼ିକୁ ପ୍ରକଟ କରୁଛି।
  1. ଆପଣଙ୍କ iPhoneରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ଓ୍ବେବ୍‌ସାଇଟ୍‌ରେ “ହାଇଲାଇଟ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ପ୍ରତିବନ୍ଧକ ଆଇଟମ୍ ଲୁଚାନ୍ତୁ”ରେ ଟାପ୍‌ କରନ୍ତୁ।

  3. ଆପଣ ୱେବ୍‌ପେଜ୍‌ରୁ ଲୁଚାଇବାକୁ ଚାହୁଁଥିବା ଆଇଟମ୍‌ରେ ଟାପ୍ କରନ୍ତୁ।

  4. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

    ଅନ୍‌ହାଇଡ୍‌ କରିବାକୁ “ହାଇଲାଇଟ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ବିଭ୍ରାନ୍ତିକର ଆଇଟମ୍ ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.