ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone 12 mini

iPhone 12 miniରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ଜାଣନ୍ତୁ।

iPhone 12 miniର ସାମ୍ନା ପଟ ଦୃଶ୍ଯ। ସାମ୍ନା ପଟ କ୍ୟାମେରା ଶୀର୍ଷରେ କେନ୍ଦ୍ରରେ ଅଛି। ସାଇଡ୍ ବଟନ୍ ଡାହାଣ ପାର୍ଶ୍ୱରେ ଅଛି। Lightning କନେକ୍ଟର୍ ନିମ୍ନରେ ଅଛି। ବାମ ପାର୍ଶ୍ୱରେ, ନିମ୍ନରୁ ଶୀର୍ଷ ପର୍ଯ୍ଯନ୍ତ SIM ଟ୍ରେ, ଭଲ୍ଯୂମ୍‌ ବଟନ୍ ଏବଂ ରିଂ/ସାଇଲେଣ୍ଟ୍‌ ସ୍ବିଚ୍‌ ଅଛି।

1 ସାମ୍ନା ପଟ କ୍ଯାମେରା

2 ସାଇଡ୍‌ ବଟନ୍‌

3 Lightning କନେକ୍ଟର୍‌

4 SIM ଟ୍ରେ

5 ଭଲ୍ଯୂମ୍‌ ବଟନ୍

6 ରିଂ/ସାଇଲେଣ୍ଟ୍ ସ୍ବିଚ୍‌

iPhone 12 miniର ପଛ ପଟ ଦୃଶ୍ଯ। ପଛ କ୍ଯାମେରା ଏବଂ ଫ୍ଲାଶ୍ ଶୀର୍ଷ ବାମରେ ଅଛି।

7 ପଛ କ୍ଯାମେରା

8 ଫ୍ଲାଶ୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.