ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଫାଇଲ୍ ପାଇଁ ଏକ ଭଏସ୍ ମେମୋ ରେକର୍ଡିଂ ଏକ୍ସ୍‌ପୋର୍ଟ୍‌ କରନ୍ତୁ

ଭଏସ୍ ମେମୋରୁ ଯେକୌଣସି ରେକର୍ଡିଂ ଆପଣଙ୍କ iPhoneରେ ଥିବା ଫାଇଲ୍ ଆପ୍‌କୁ ଏକ୍ସ୍‌ପୋର୍ଟ୍‌ କରାଯାଇପାରିବ। ସ୍ତରଯୁକ୍ତ ରେକର୍ଡିଂଗୁଡ଼ିକ QTA (QuickTime ଅଡିଓ) ଫର୍ମାଟରେ ଅଛି। ଏକ-ସ୍ତରୀୟ ରେକର୍ଡିଂ .m4a ଫର୍ମାଟ୍‌ରେ ଅଛି।

  1. ଆପଣଙ୍କ iPhoneରେ ଭଏସ୍ ମେମୋ ଆପ୍ (ୟୂଟିଲିଟି ଫୋଲ୍ଡର୍‌ରେ)କୁ ଯାଆନ୍ତୁ।

  2. ଆପଣ ଏକ୍ସ୍‌ପୋର୍ଟ୍‌ କରିବାକୁ ଚାହୁଁଥିବା ରେକର୍ଡିଂରେ ଟାପ୍‌ କରନ୍ତୁ, “ଅଧିକ ଆକ୍ସନ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  3. ତଳକୁ ସ୍କ୍ରୋଲ୍ କରନ୍ତୁ, “ଫାଇଲ୍‌ରେ ସେଭ୍ କରନ୍ତୁ” ରେ ଟାପ୍ କରନ୍ତୁ, ଆପଣ ରେକର୍ଡିଂ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ପର୍ଯ୍ଯନ୍ତ ନାଭିଗେଟ୍ କରନ୍ତୁ, ତା’ପରେ ସେଭ୍ ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.