ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

CarPlayରେ ଫୋନ୍ କଲ୍ କରନ୍ତୁ ଏବଂ ପ୍ରାପ୍ତ କରନ୍ତୁ

ଆପଣଙ୍କ iPhoneରୁ ଫୋନ୍ କଲ୍ କରିବା ଏବଂ ଭଏସ୍‌ମେଲ୍ ଶୁଣିବା ପାଇଁ CarPlay ବ୍ଯବହାର କରନ୍ତୁ।

Siri: ଏହିପରି କିଛି କୁହନ୍ତୁ: “ଏଲିଜାଙ୍କୁ କଲ୍ କରନ୍ତୁ।” Siriକୁ କିପରି ବ୍ଯବହାର କରିବେ ଜାଣନ୍ତୁ

କିମ୍ବା କଲ୍ କରିବା ପାଇଁ ଆପଣ ନିଜ ଗାଡ଼ିର ବିଲ୍ଟ୍-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରିପାରିବେ।

CarPlayରେ ଫୋନ୍ ଖୋଲନ୍ତୁ, ତା’ପରେ ଏକ ବିକଳ୍ପ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ CarPlay ଡ୍ଯାଶ୍‌ବୋର୍ଡ୍‌ ଦେଖୁଛନ୍ତି ଏବଂ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଆପ୍ ଲିଷ୍ଟ୍‌ରେ ଫୋନ୍‌ ଦେଖାଯାଉ ନାହିଁ, ତେବେ ଫୋନ୍ ସମେତ ଆପଣଙ୍କ CarPlay ଆପ୍‌ରେ ପେଜ୍ ଦେଖିବା ପାଇଁ ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.