ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneର ବ୍ଯାଟରି ପ୍ରତିଶତ ଦେଖାନ୍ତୁ

ସ୍ଥିତି ବାର୍‌ରେ ଆପଣ ଦେଖିପାରିବେ ଯେ, ଆପଣଙ୍କ iPhone ବ୍ଯାଟରିରେ କେତେ ଚାର୍ଜ୍ ଅଛି। ଆପଣଙ୍କ iPhone ଏବଂ ସଂଯୁକ୍ତ ହୋଇଥିବା ଆକ୍ସେସରି (AirPods ଏବଂ ଅନ୍ଯ ଡିଭାଇସ୍ ସମେତ)ର ବ୍ଯାଟରି ସ୍ତର ଉପରେ ନଜର ରଖିବା ପାଇଁ ଆପଣ ହୋମ୍ ସ୍କ୍ରୀନ୍‌ରେ ଏକ ୱିଜେଟ୍ ମଧ୍ଯ ଯୋଡ଼ିପାରିବେ।

ସ୍ଥିତି ବାର୍‌ରେ iPhoneର ବ୍ଯାଟରି ପ୍ରତିଶତ ଦେଖନ୍ତୁ

ସେଟିଂସ୍ > ବ୍ଯାଟରିକୁ ଯାଆନ୍ତୁ, ତା’ପରେ ବ୍ଯାଟରି ପ୍ରତିଶତ ଚାଲୁ କରନ୍ତୁ।

Face ID ସହିତ ଏକ iPhoneରେ, ଷ୍ଟାଟସ୍ ବାର୍‌ରେ ବ୍ଯାଟରି ଚିହ୍ନ ଭିତରେ ବ୍ଯାଟରିର ପ୍ରତିଶତ ଦେଖାଯାଏ।

ଟିପ୍‌: Face ID ଥିବା iPhone ମଡେଲ୍‌ରେ ଆପଣ କଣ୍ଟ୍ରୋଲ୍ ସେଣ୍ଟର୍‌ରେ ବ୍ଯାଟରି ପ୍ରତିଶତକୁ ଶୀଘ୍ର ଦେଖିବା ପାଇଁ ଉପର-ଡାହାଣ କୋଣରୁ ମଧ୍ଯ ତଳକୁ ସ୍ୱାଇପ୍ କରିପାରିବେ।

ଆପଣଙ୍କ ଲକ୍ ସ୍କ୍ରୀନ୍ କିମ୍ବା ହୋମ୍ ସ୍କ୍ରୀନ୍‌ରେ ଏକ ବ୍ଯାଟରି ୱିଜେଟ୍ ଯୋଡ଼ନ୍ତୁ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.