ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

Safariରୁ ଆପଣଙ୍କ iPhoneକୁ ଏକ PDF ଡାଉନ୍‌ଲୋଡ୍‌ କରନ୍ତୁ

ପରେ ପଢ଼ିବାକୁ କିମ୍ବା ଅନ୍ୟମାନଙ୍କ ସହ ଶେୟର୍ କରିବାକୁ ଆପଣ Safariରୁ ଏକ PDF ସେଭ୍ କରିପାରିବେ।

Safariରେ, PDFରେ ଥିବା ଶେୟର୍ ବଟନ୍‌କୁ ଟାପ୍ କରାଯାଇଛି, ଯାହା ସ୍କ୍ରୀନ୍ ତଳେ ଥିବା “ଫାଇଲ୍‌ରେ ସେଭ୍ କରନ୍ତୁ” ସମେତ ବିକଳ୍ପଗୁଡ଼ିକର ଏକ ଲିଷ୍ଟ୍ ପ୍ରକଟ କରୁଛି।
  1. ଆପଣଙ୍କ iPhoneରେ Safari ଆପ୍ କୁ ଯାଆନ୍ତୁ।

  2. PDFକୁ ଯାଆନ୍ତୁ, ତା’ପରେ “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍ କରନ୍ତୁ।

  3. “ଫାଇଲ୍‌ରେ ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣଙ୍କ PDF କେଉଁଠାରେ ସେଭ୍ ହେବ ତାହା ବାଛିବାକୁ, କେଉଁଠାରେ ଡାଉନ୍‌ଲୋଡ୍‌ ସେଭ୍ କରିବାକୁ ହେବ ତାହା ବାଛନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.