ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone (କେବଳ U. S.)ରେ ଥିବା ସ୍ବାସ୍ଥ୍ଯ ଆପ୍‌ରେ ଆପଣଙ୍କ ଔଷଧ ବିଷୟରେ ଅଧିକ ଜାଣନ୍ତୁ

ଆପଣ ନିଜ ଔଷଧ ଲିଷ୍ଟ୍‌ରେ ଯୋଡ଼ୁଥିବା ଔଷଧ ବିଷୟରେ ଅଧିକ ଜାଣିପାରିବେ।

ଔଷଧ ବିଷୟରେ ଜାଣନ୍ତୁ

ଏକ ଔଷଧ କ’ଣ ପାଇଁ ବ୍ଯବହାର କରାଯାଏ, ଏହା କିପରି କାର୍ଯ୍ଯ କରେ, ସମ୍ଭାବ୍ଯ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାକୁ କିପରି ଉଚ୍ଚାରଣ କରାଯାଏ ସେ ବିଷୟରେ ଆପଣ ଅଧିକ ଜାଣିପାରିବେ।

  1. ଆପଣଙ୍କ iPhoneରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ “ବ୍ରାଉଜ୍‌ କରନ୍ତ”ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ଔଷଧ (ଆପଣଙ୍କ ଔଷଧର ଲିଷ୍ଟ୍‌ରେ)ରେ ଟାପ୍ କରନ୍ତୁ, ତା’ପରେ ତଳକୁ ସ୍କ୍ରୋଲ୍ କରନ୍ତୁ।

ଆପଣଙ୍କ ଔଷଧଗୁଡ଼ିକ ମଧ୍ଯରେ ପାରସ୍ପରିକ କ୍ରିୟା ବିଷୟରେ ଜାଣନ୍ତୁ

  1. ଆପଣଙ୍କ iPhoneରେ ଥିବା ସ୍ବାସ୍ଥ୍ଯ ଆପ୍ କୁ ଯାଆନ୍ତୁ।

  2. ନିମ୍ନ ଡାହାଣରେ “ବ୍ରାଉଜ୍‌ କରନ୍ତ”ରେ ଟାପ୍ କରନ୍ତୁ, ତା’ପରେ ଔଷଧରେ ଟାପ୍ କରନ୍ତୁ।

  3. ଡ୍ରଗ୍ ଇଣ୍ଟରାକ୍ସନ୍‌ରେ ଟାପ୍ କରନ୍ତୁ।

  4. ଆଲକୋହଲ୍‌ ପରି ପ୍ରତିକ୍ରିୟା କାରକଗୁଡ଼ିକ ଆପଣଙ୍କ ଔଷଧ ସହିତ ପ୍ରତିକ୍ରିୟା କରିପାରନ୍ତି କି ନାହିଁ ଜାଣିବାକୁ, “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ (ପ୍ରତିକ୍ରିୟା କାରକ କ୍ଷେତ୍ରରେ), ପ୍ରୟୋଗ ହେଉଥିବା କାରକଗୁଡ଼ିକ ଚୟନ କରନ୍ତୁ, ତା'ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ।

  5. ଏକ ପ୍ରତିକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ, ଏହାକୁ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.