ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ମ୍ଯାପ୍‌ରେ ଏକ ମାର୍ଗର ସମୀକ୍ଷା କିମ୍ବା ବୁଲାଣୀଗୁଡ଼ିକର ଏକ ଲିଷ୍ଟ୍‌ ଦେଖନ୍ତୁ

ଡ୍ରାଇଭିଂ, ସାଇକ୍ଲିଂ, ଟ୍ରାଞ୍ଜିଟ୍ ଏବଂ ଚାଲିବା ପାଇଁ ଦିଗ ଫଲୋ କରିବା ସମୟରେ ଆପଣ ନିଜ ମାର୍ଗ ଏବଂ ଆଗାମୀ ବୁଲାଣୀର ଏକ ଲିଷ୍ଟ୍‌ ପ୍ରାପ୍ତ କରିପାରିବେ।

ଏକ ଲିଷ୍ଟ୍‌ରେ ଦେଖାଯାଇଥିବା ମାର୍ଗର ଟର୍ନ୍-ବାଇ-ଟର୍ନ୍ ଦିଗ।

ଆପଣଙ୍କ ମାର୍ଗ ବିଷୟରେ ଏକ ଓଭର୍‌ଭ୍ଯୁ ପ୍ରାପ୍ତ କରନ୍ତୁ

ପ୍ରାରମ୍ଭିକ ସ୍ଥାନରୁ ଗନ୍ତବ୍ଯ ପର୍ଯ୍ଯନ୍ତ ଆପଣଙ୍କ ସମ୍ପୂର୍ଣ୍ଣ ଅନ୍‌ସ୍କ୍ରୀନ୍‌ ମାର୍ଗକୁ ଦେଖିବା ପାଇଁ ଆପଣ ଜୂମ୍‌ ଆଉଟ୍ କରିପାରିବେ।

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଦିଗ ନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ

  3. ସମୀକ୍ଷା ମୋଡ୍ ବଟନ୍ରେ ଟାପ୍‌ କରନ୍ତୁ।

ଟର୍ନ୍-ବାଇ-ଟର୍ନ୍ ଦିଗ ନିର୍ଦ୍ଦେଶକୁ ଫେରିବା ପାଇଁ, ଟର୍ନ୍-ବାଇ-ଟର୍ନ୍ ମୋଡ୍ ବଟନ୍ରେ ଟାପ୍ କରନ୍ତୁ।

ଆଗାମୀ ଦିଗଗୁଡ଼ିକର ଏକ ଲିଷ୍ଟ୍ ଦେଖନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଦିଗ ନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ

  3. “ଯାଆନ୍ତୁ” ବଟନ୍‌ ବ୍ଯତୀତ ରୁଟ୍ କାର୍ଡ୍‌ର ଯେକୌଣସି ସ୍ଥାନରେ ଟାପ୍ କରନ୍ତୁ।

  4. ଅଧିକ ଦିଗ ନିର୍ଦ୍ଦେଶ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ।

  5. ସମାପ୍ତ ହେବା ପରେ, ମ୍ଯାପ୍ ବଟନ୍ରେ ଟାପ୍‌ କରନ୍ତୁ।

ଏକାଧିକ ମାର୍ଗ ବିକଳ୍ପ ସହିତ ଏକ କାର୍ଡ୍।

ଜଣେ ବ୍ଯକ୍ତିଙ୍କ ସହିତ ଏକ ମାର୍ଗ ଶେୟର୍‌ କରନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଦିଗ ନିର୍ଦ୍ଦେଶ ପ୍ରାପ୍ତ କରନ୍ତୁ

  3. “ଯାଆନ୍ତୁ” ବଟନ୍‌ ବ୍ଯତୀତ ରୁଟ୍ କାର୍ଡ୍‌ର ଯେକୌଣସି ସ୍ଥାନରେ ଟାପ୍ କରନ୍ତୁ।

  4. କାର୍ଡ୍‌ର ନିମ୍ନକୁ ସ୍କ୍ରୋଲ୍ କରନ୍ତୁ, “ଶେୟର୍‌ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ମାର୍ଗ ଶେୟର୍‌ କରିବା ପାଇଁ ଏକ ଉପାୟ ବାଛନ୍ତୁ।

  5. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.