ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Pro 11-ଇଞ୍ଚ୍‌ (M4)

iPad Pro 11-ଇଞ୍ଚ୍‌(M4)ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ଜାଣନ୍ତୁ।

iPad Pro ର ସାମ୍ନା ଭ୍ଯୂ, ଶୀର୍ଷ ମଧ‍୍ୟଭାଗରେ ମାଇକ୍ରୋଫୋନ୍, ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍ ଓ Touch ID, ଶୀର୍ଷ ଡାହାଣ ପାର୍ଶ୍ବରେ ଭଲ‍୍ୟୂମ୍ ବଟନ୍, ଡାହାଣ ମଧ‍୍ୟଭାଗରେ ସାମ୍ନା କ୍ୟାମେରା ଓ ମାଇକ୍ରୋଫୋନ୍ ଏବଂ ନିମ୍ନ ଡାହାଣ ପାର୍ଶ୍ବ ପାଖରେ ମାଇକ୍ରୋଫୋନ୍‌କୁ ଦର୍ଶାଉଛି।

1 ମାଇକ୍ରୋଫୋନ୍

2 ଶୀର୍ଷ ବଟନ୍‌

3 ଭଲ୍ଯୁମ୍‌ ବଟନ୍‌

4 କ‍୍ୟାମେରା

5 ମାଇକ୍ରୋଫୋନ୍

6 ମାଇକ୍ରୋଫୋନ୍

iPad Pro ର ପଛପଟ ଭ୍ୟୂ ଯେଉଁଥିରେ ଶୀର୍ଷ ବାମ ପାର୍ଶ୍ବରେ LiDAR, ପଛ କ୍ୟାମେରା, ପଛ ଏମ୍ବିଏଣ୍ଟ୍ ଲାଇଟ୍ ସେନ୍ସର୍, ଫ୍ଲାଶ୍ ଓ ମାଇକ୍ରୋଫୋନ୍, ନିମ୍ନ କେନ୍ଦ୍ରରେ Smart Connector ଏବଂ USB-C କନେକ୍ଟର୍ ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍ ଇତ୍ୟାଦିକୁ ଚିହ୍ନିତ କରାଯାଇଛି।

7 LiDAR ସ୍କାନର୍‌

8 ରିଅର୍‌ କ‍୍ୟାମେରା

9 ରିଅର୍ ଏମ୍ବିୟଣ୍ଟ୍ ଲାଇଟ୍ ସେନ୍ସର୍‌

10 ଫ୍ଲାଶ୍‌

11 ମାଇକ୍ରୋଫୋନ୍‌

12 Smart Connector

13 USB କନେକ୍ଟର୍

14 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.