ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Air 13-ଇଞ୍ଚ୍‌ (M3)

iPad Air 13-inch (M3)ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ବିଷୟରେ ଜାଣନ୍ତୁ।

iPad Air ର ସାମ୍ନା ଭ୍ୟୂ, ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍ ଓ Touch ID, ଶୀର୍ଷ ଡାହାଣ ପାର୍ଶ୍ବରେ ଭଲ୍ୟୂମ୍ ବଟନ୍, ଡାହାଣ ମଧ‍୍ୟଭାଗରେ ସାମ୍ନା କ୍ୟାମେରା ଏବଂ ଡାହାଣ ପାର୍ଶ୍ବରେ ମାଇକ୍ରୋଫୋନ୍‌କୁ ଦର୍ଶାଉଛି।

1 ଉପର ବଟନ୍/Touch ID

2 ଭଲ୍ୟୂମ୍‌ ବଟନ୍‌

3 ସାମ୍ନା କ‍୍ୟାମେରା

3 ମାଇକ୍ରୋଫୋନ୍

ରିଅର୍‌ କ୍ୟାମେରାକୁ କଲ୍‌ଆଉଟ୍ ଏବଂ ଶୀର୍ଷ ବାମ ପାର୍ଶ୍ବରେ ମାଇକ୍ରୋଫୋନ୍ ସହିତ iPad Airର ବ୍ଯାକ୍‌ ଭ୍ଯୂ, ନିମ୍ନ କେନ୍ଦ୍ରରେ Smart Connector ଏବଂ USB-C କନେକ୍ଟର୍‌ ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍‌ ଅଛି।

5 ରିଅର୍‌ କ‍୍ୟାମେରା

6 ମାଇକ୍ରୋଫୋନ୍

7 Smart Connector

8 USB-C କନେକ୍ଟର୍‌

9 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.