ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ପାଇଁ ଡିସ୍‌ପୋଜାଲ୍‌ ଏବଂ ରିସାଇକ୍ଲିଂ ସୂଚନା

Apple ରିସାଇକ୍ଲିଂ ପ୍ରୋଗ୍ରାମ୍ (କେତେକ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ)

ଆପଣଙ୍କ ପୁରୁଣା iPad, ଏକ ପ୍ରିପେଡ୍ ଡିଲିଭରି ଲେବଲ୍ ଏବଂ ନିର୍ଦ୍ଦେଶାବଳୀର ଦେୟମୁକ୍ତ ରିସାଇକ୍ଲିଂ ପାଇଁ Apple Trade In ୱେବ୍‌ସାଇଟ୍‌ ଦେଖନ୍ତୁ।

ଡିସ୍‌ପୋଜାଲ୍‌ ଏବଂ ରିସାଇକ୍ଲିଂ ସୂଚନା

ଡିସ୍‌ପୋଜାଲ୍‌ ପ୍ରତୀକ

ଉପରୋକ୍ତ ଚିହ୍ନଟିର ଅର୍ଥ ହେଉଛି ସ୍ଥାନୀୟ ଆଇନ ଏବଂ ନିୟମାବଳୀ ଅନୁଯାୟୀ ଆପଣଙ୍କ ପ୍ରଡକ୍ଟ୍‌ ଏବଂ/କିମ୍ବା ଏହାର ବ୍ଯାଟରିକୁ ଘରୋଇ ବର୍ଜ୍ୟବସ୍ତୁରୁ ଅଲଗା ଭାବରେ ଡିସ୍ପୋଜ୍ କରାଯିବ। ଯେତେବେଳେ ଏହି ପ୍ରଡକ୍ଟ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିବ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଏକ କଲେକ୍ଶନ୍ ପଏଣ୍ଟ୍‌କୁ ନେଇ ଯାଆନ୍ତୁ। ଡିସ୍‌ପୋଜାଲ୍‌ ସମୟରେ ଆପଣଙ୍କ ପ୍ରଡକ୍ଟ୍‌ ଏବଂ/କିମ୍ବା ଏହାର ବ୍ୟାଟରିର ପୃଥକ ସଂଗ୍ରହ ଏବଂ ରିସାଇକ୍ଲିଂ ପ୍ରାକୃତିକ ସମ୍ବଳ ସଂରକ୍ଷଣ କରିବାରେ ସାହାଯ୍ୟ କରିବ ଏବଂ ଏହା ସୁନିଶ୍ଚିତ କରିବ ଯେ ଏହାକୁ ଏପରି ଭାବରେ ରିସାଇକଲ୍‌ କରାଯାଉଛି ଯାହା ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶକୁ ସୁରକ୍ଷିତ ରଖିବ। Appleର ରିସାଇକଲ୍ ପ୍ରୋଗ୍ରାମ୍, ରିସାଇକଲ୍ କଲେକ୍ସନ୍ ପଏଣ୍ଟ୍‌ ପ୍ରତିବନ୍ଧିତ ପଦାର୍ଥ ଏବଂ ଅନ୍ୟାନ୍ୟ ପରିବେଶ ସମ୍ବନ୍ଧୀୟ ଷ୍ଟେପ୍‌ ବିଷୟରେ ସୂଚନା ପାଇଁ, apple.com/environment କୁ ଯାଆନ୍ତୁ।

ବ୍ରାସିଲ୍-Informações sobre descarte e reciclagem

O símbolo aicima indica cée produto e/ou saua bateria não devem Ser descartados no lixo Doméstico. Quando decidir descartar este produto e/ou sua bateria, faça-o de acordo com as leis e diretrizes ambientais locais. Para informações sobre substâncias de uso restrito, o programa de reciclagem da Apple, pontos de coleta e telefone de informações, visite apple.com/br/environment.

Información sobre eliminación de residuos y reciclaje

El símbolo de arriba indica que este producto y/o su batería no debe desecharse con los residuos domésticos. Cuando decidas desechar este producto y/o su batería, hazlo de conformidad con las leyes y directrices ambientales locales. Para obtener información sobre el programa de reciclaje de Apple, puntos de recolección para reciclaje, sustancias restringidas y otras iniciativas ambientales, visita apple.com/mx/environment o apple.com/la/environment.

ତୁର୍କୀ ପରିବେଶ ସୂଚନା

Türkiye Cumhuriyeti: AEEE Yönetmeliğine Uygundur.

ବ‍୍ୟାଟରି ସେବା

iPadରେ ଥିବା ଲିଥିୟମ୍-ଆୟନ୍ ବ୍ଯାଟରି Apple କିମ୍ବା ଏକ ପ୍ରାଧିକୃତ ସେବା ପ୍ରଦାନକାରୀ ଦ୍ୱାରା ସର୍ଭିସ୍ କରାଯିବା ଉଚିତ। ବ୍ଯାଟରି ସେବା ଏବଂ ରିସାଇକ୍ଲିଂ ୱେବ୍‌ସାଇଟ୍ ଦେଖନ୍ତୁ।

ଆପଣଙ୍କ ସ୍ଥାନୀୟ ପରିବେଶ ନିୟମ ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟାଟରିଗୁଡ଼ିକର ଡିସ୍ପୋଜ୍ କରନ୍ତୁ।

ବ୍ଯାଟରି ଷ୍ଟେଟ୍‌ମେଣ୍ଟ୍‌
ବ୍ଯାଟରି ଡିସ୍‌ପୋଜଲ୍‌ ଚେତାବନୀ
ବ‍୍ୟାଟରି ଷ୍ଟେଟ୍‌ମେଣ୍ଟ୍‌
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.