ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPad ସ୍କ୍ରୀନ୍‌କୁ ଘୂରାନ୍ତୁ

iPad ଘୂରେଇବା ସମୟରେ ଅନେକ ଆପ୍ ଆପଣଙ୍କୁ ଏକ ଭିନ୍ନ ଦୃଶ୍ଯ ପ୍ରଦାନ କରିଥାଏ।

ସ୍କ୍ରୀନ୍‌କୁ ଘୂଞ୍ଚାନ୍ତୁ

  1. ରୋଟେଶନ୍‌ ଲକ୍‌ ବନ୍ଦ ଅଛି ବୋଲି ନିଶ୍ଚିତ କରିବାକୁ, କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ, ତାପରେ ଯଦି ଏହା ଲାଲ୍ ଅଛି, ତେବେ “ରୋଟେଶନ୍ ଲକ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  2. ଆପଣଙ୍କର iPadକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ।

    ବ୍ଯାକ୍‌ଗ୍ରାଉଣ୍ଡ୍‌ରେ iPad ପୋର୍ଟ୍ରେଟ୍ ଓରିଏଣ୍ଟେସନ୍‌ରେ ଏକ ନୋଟ୍ ସ୍କ୍ରୀନ୍ ଡିସ୍‌ପ୍ଲେ କରେ; ଫୋର୍‌ଗ୍ରାଉଣ୍ଡ୍‌ରେ iPad ରୋଟେଟ୍ ହୁଏ ଏବଂ ଲ୍ୟାଣ୍ଡ୍‌ସ୍କେପ୍ ଓରିଏଣ୍ଟେଶନ୍‌ରେ ନୋଟ୍ ସ୍କ୍ରୀନ୍ ଦେଖାଏ।

ସ୍କ୍ରୀନ୍ ଓରିଏଣ୍ଟେଶନ୍ ଲକ୍ କିମ୍ବା ଅନ୍‌ଲକ୍ କରନ୍ତୁ

ଆପଣ ସ୍କ୍ରୀନ୍ ଓରିଏଣ୍ଟେଶନ୍ ଲକ୍ କରିପାରିବେ ଯାହା ଦ୍ୱାରା ଆପଣ iPadକୁ ଘୂରେଇବା ସମୟରେ ଏହା ପରିବର୍ତ୍ତନ ହୁଏ ନାହିଁ।

କଣ୍ଟ୍ରୋଲ୍ ସେଣ୍ଟର୍‌ ଖୋଲନ୍ତୁ, ତା’ପରେ “ରୋଟେଶନ୍ ଲକ୍ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ଯେତେବେଳେ ସ୍କ୍ରୀନ୍ ଓରିଏଣ୍ଟେଶନ୍ ଲକ୍ ହୋଇଥାଏ, ତାହା ଲକ୍ ରୋଟେଶନ୍ ଆଇକନ୍ ସ୍ଥିତି ବାର୍‌ରେ ଦେଖାଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.