ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ କୁକି ସକ୍ଷମ କରନ୍ତୁ

ଆପଣ କୁକି ସକ୍ଷମ କରିପାରିବେ। କେତେକ ଓ୍ବେବ୍‌ସାଇଟ୍‌ ଆପଣଙ୍କ କାର୍ଯ୍ଯକଳାପ, ଯେପରିକି ଆପଣଙ୍କ ସେଟିଂସ୍‌ର ଟ୍ରାକ୍‌ ରଖିବା ପାଇଁ କୁକି ବ୍ଯବହାର କରନ୍ତି । କୁକି ସକ୍ଷମ କରିବା ଦ୍ୱାରା କୁକି ଆବଶ‍୍ୟକ କରୁଥିବା ଓ୍ବେବ୍‌ସାଇଟ୍‌ଗୁଡ଼ିକ ସାଧାରଣ ଭାବେ କାର୍ଯ‍୍ୟ କରିଥାଏ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Safari ରେ ଟାପ୍ କରନ୍ତୁ।

  3. ଆଡ୍‌ଭାନ୍ସଡ୍‌ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ କୁକି ବ୍ଲକ୍‌ କରନ୍ତୁ” ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.