ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ Apple Pencil ସହିତ ନୋଟ୍ ଲେଖନ୍ତୁ

iPad ରେ ଯେକୌଣସି ସ୍ଥାନରୁ ନୋଟ୍ ଲେଖିବା ପାଇଁ ଆପଣ Apple Pencil ବ‍୍ୟବହାର କରିପାରିବେ, ଏପରିକି iPad ଲକ୍ ଥିବା ସମୟରେ (ସମର୍ଥିତ ମଡେଲ୍‌ରେ)।

ଏକ କ୍ୱିକ୍ ନୋଟ୍ ତିଆରି କରନ୍ତୁ

ଏକ ନୋଟ୍ ଅଙ୍କନ କରି କିମ୍ବା ଲେଖି iPadକୁ ଜାଗ୍ରତ କରନ୍ତୁ

ଲକ୍ ସ୍କ୍ରୀନ୍‌ ଉପରେ Apple Pencilରେ ଟାପ୍ କରନ୍ତୁ, ତା’ପରେ ଡ୍ରଇଂ କିମ୍ବା ନୋଟ୍ ନେବା ଆରମ୍ଭ କରନ୍ତୁ।

ଆପଣ ଯାହା ବି ତିଆରି କରନ୍ତି ତାହା ନୋଟ୍‌ରେ ସେଭ୍ ହୋଇଯାଏ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.