ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad (A16)

iPad (A16)ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ଜାଣନ୍ତୁ।

ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍‌ ଏବଂ Touch IDର କଲ୍‌ ଆଉଟ୍‌ ସହିତ iPadର ଫ୍ରଣ୍ଟ୍‌ ଭ୍ଯୁ। ଭଲ୍ଯୂମ୍‌ ବଟନ୍, ସାମ୍ନା କ୍ଯାମେରା ଓ ମାଇକ୍ରୋଫୋନ୍ ଡାହାଣ ପାର୍ଶ୍ୱରେ ଅଛି।

1 ଉପର ବଟନ୍/Touch ID

2 ଭଲ୍ଯୁମ୍‌ ବଟନ୍‌

3 ଫ୍ରଣ୍ଟ୍‌ କ୍ଯାମେରା

4 ମାଇକ୍ରୋଫୋନ୍

iPad ର ପଛପଟ ଭ୍ୟୂ ଯେଉଁଥିରେ ଶୀର୍ଷ ବାମ ପାର୍ଶ୍ବରେ ପଛ କ୍ୟାମେରା ଓ ମାଇକ୍ରୋଫୋନ୍, ଡାହାଣ ପାର୍ଶ୍ବରେ Smart Connector ଏବଂ ନିମ୍ନ କେନ୍ଦ୍ରରେ USB-C କନେକ୍ଟର୍ ଇତ୍ୟାଦିକୁ ଚିହ୍ନିତ କରାଯାଇଛି।

5 ରିଅର୍‌ କ୍ଯାମେରା

6 ମାଇକ୍ରୋଫୋନ୍

7 Smart Connector

8 USB-C କନେକ୍ଟର୍‌

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.