ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ AirPrint ଦ୍ବାରା ସକ୍ଷମ ଥିବା ପ୍ରିଣ୍ଟର୍‌କୁ ଫଟୋ ପ୍ରିଣ୍ଟ୍‌ କରନ୍ତୁ

ଯେକୌଣସି AirPrint-ସକ୍ଷମ ଥିବା ଡିଭାଇସ୍ ସହିତ ଆପଣଙ୍କ iPadରେ ଥିବା ଫଟୋ ଆପ୍‌ରୁ ସିଧାସଳଖ ଆପଣଙ୍କ ଫଟୋଗୁଡ଼ିକ ପ୍ରିଣ୍ଟ୍‌ କରନ୍ତୁ।

ଫଟୋ ପ୍ରିଣ୍ଟ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ ଖୋଲନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. ପ୍ରିଣ୍ଟ୍‌ରେ ଟାପ୍ କରନ୍ତୁ।

ଏକକାଳୀନ ଏକାଧିକ ଫଟୋ ପ୍ରିଣ୍ଟ୍ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ କିମ୍ବା ଏକ ସଂଗ୍ରହ ଖୋଲନ୍ତୁ, ତା’ପରେ “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣ ପ୍ରିଣ୍ଟ୍ କରିବାକୁ ଚାହୁଁଥିବା ପ୍ରତ୍ଯେକ ଫଟୋ ଚୟନ କରନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  4. ପ୍ରିଣ୍ଟ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.