ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ କଣ୍ଟାକ୍ଟ୍ ଏଡିଟ୍‌ କରନ୍ତୁ

କୌଣସି କଣ୍ଟାକ୍ଟ୍‌କୁ ଏକ ଫଟୋ ଆସାଇନ୍ କରନ୍ତୁ, ଆପଣଙ୍କ କଣ୍ଟାକ୍ଟ୍‌ରେ ଉଚ୍ଚାରଣ ଏବଂ ସର୍ବନାମ ଯୋଡ଼ନ୍ତୁ, ଲେବଲ୍ ବଦଳାନ୍ତୁ, ଜନ୍ମଦିନ ଯୋଡ଼ନ୍ତୁ ଇତ୍ଯାଦି।

  1. ଆପଣଙ୍କ iPadରେ ଥିବା କଣ୍ଟାକ୍ଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ “କଣ୍ଟାକ୍ଟ୍”ରେ ଟାପ୍ କରନ୍ତୁ, ତା’ପରେ “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

  3. କଣ୍ଟାକ୍ଟ୍ ସୂଚନା ଲେଖନ୍ତୁ କିମ୍ବା ଅପ୍‌ଡେଟ୍ କରନ୍ତୁ।

  4. ଆପଣ ସମାପ୍ତ କରିବା ପରେ, ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ଆପଣଙ୍କ କଣ୍ଟାକ୍ଟ୍ କିପରି କ୍ରମବଦ୍ଧ ଏବଂ ଡିସ୍‌ପ୍ଲେ କରାଯିବ, ତାହା ପରିବର୍ତ୍ତନ କରିବାକୁ, ସେଟିଂସ୍  > ଆପ୍ > କଣ୍ଟାକ୍ଟକୁ ଯାଆନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.