ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadର ଡିସ୍‌ପ୍ଲେକୁ ଅଧିକ ସମୟ ଅନ୍‌ ରଖନ୍ତୁ

iPad ଡିସ୍‌ପ୍ଲେ ଶେଷରେ ଡିମ୍ ଏବଂ ଲକ୍ କରେ (ଆପଣଙ୍କ ସୁରକ୍ଷା ପାଇଁ)। ଯଦି ଆପଣଙ୍କୁ ଡିସ୍‌ପ୍ଲେ ଅଧିକ ସମୟ ରହୁ ବୋଲି ଆବଶ୍ୟକ ହୁଏ (ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ମ୍ୟାପ୍ ସହିତ ନାଭିଗେଟ୍ କରୁଛନ୍ତି), ତେବେ ଆପଣ ପରିବର୍ତ୍ତନ କରିପାରିବେ ଯେ iPad ସ୍ବୟଂଚାଳିତ ଭାବରେ ଡିମ୍ ଏବଂ ଲକ୍ ହେବାକୁ କେତେ ସମୟ ଲାଗେ।

iPad ସ୍ବୟଂଚାଳିତ ଭାବେ ଲକ୍ ହେବା ସମୟକୁ ପରିବର୍ତ୍ତନ କରନ୍ତୁ

ସ୍ୱୟଂଚାଳିତ ଭାବରେ ଲକ୍ ହେବାକୁ iPad କେତେ ସମୟ ନେବ ତାହା ଆପଣ ସେଟ୍ କରିପାରିବେ।

ସେଟିଂସ୍‌  > ଡିସ୍‌ପ୍ଲେ ଓ ଉଜ୍ଜ୍ବଳତା > ଅଟୋ-ଲକ୍‌କୁ ଯାଆନ୍ତୁ, ତା’ପରେ ଅବଧି ସେଟ୍ କରନ୍ତୁ।

ଅଟୋ-ଲକ୍ ଡିଲେ କରିବା କିମ୍ବା ପ୍ରତିରୋଧ କରିବା ଦ୍ୱାରା ପାୱର୍‌ର ବ‍୍ୟବହାର ବଢ଼ିପାରେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.