ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Magic Keyboard ଓ Smart Keyboard

iPad Smart Keyboards ଓ Magic Keyboards (ପୃଥକ ଭାବରେ ବିକ୍ରି ହୋଇଛି) ଆପଣଙ୍କୁ ସମ୍ପୂର୍ଣ୍ଣ iPad ସ୍କ୍ରୀନ୍ ଦେଖିବା ସମୟରେ ଟାଇପ୍ କରିବାକୁ ଅନୁମତି ଦିଏ। ସେମାନେ ସ୍ୱିଚ୍, ପ୍ଲଗ୍ କିମ୍ବା ପେୟର୍ ନକରି iPad - ସହିତ ଚୁମ୍ବକୀୟ ଭାବରେ ସଂଲଗ୍ନ କରନ୍ତି - ଏବଂ ବନ୍ଦ ହେବା ସମୟରେ ହାଲୁକା ସୁରକ୍ଷା କଭର୍‌ ପ୍ରଦାନ କରନ୍ତି।

ଆପଣଙ୍କ iPad ପାଇଁ ସଠିକ୍ କୀ’ବୋର୍ଡ୍‌ ଖୋଜନ୍ତୁ

କୀ’ବୋର୍ଡ୍‌

ଏହା ସହିତ ସୁସଙ୍ଗତ

iPad Pro ପାଇଁ Magic Keyboard

iPad Pro 11-ଇଞ୍ଚ୍ (M4 ଓ M5)

iPad Pro 13-ଇଞ୍ଚ୍ (M4 ଓ M5)

iPad Air ପାଇଁ Magic Keyboard

ଧ‍୍ୟାନ ଦିଅନ୍ତୁ: iPadOS 18.3 କିମ୍ବା ପରବର୍ତ୍ତୀ ଭର୍ଶନ୍ ଆବଶ‍୍ୟକ କରେ।

iPad Air 11-ଇଞ୍ଚ୍ (M2, M3 ଓ M4)

iPad Air 13-ଇଞ୍ଚ୍ (M2, M3 ଓ M4)

iPad Air (4ର୍ଥ ଏବଂ 5ମ ଜେନେରେଶନ୍)

iPad Air ଏବଂ iPad Pro ପାଇଁ Magic Keyboard

iPad Air 11-ଇଞ୍ଚ୍ (M2, M3 ଓ M4)

iPad Air 13-ଇଞ୍ଚ୍ (M2, M3 ଓ M4)

iPad Air (4ର୍ଥ ଏବଂ 5ମ ଜେନେରେଶନ୍)

iPad Pro 11‑ଇଞ୍ଚ୍‌ (1ମ, 2ୟ, 3ୟ ଏବଂ 4ର୍ଥ ଜେନେରେଶନ୍)

iPad Pro 12.9‑ଇଞ୍ଚ୍‌ (3ୟ, 4ର୍ଥ, 5ମ ଏବଂ 6ଷ୍ଠ ଜେନେରେଶନ୍)

Magic Keyboard Folio

iPad (A16)

iPad (10ମ ଜେନେରେଶନ୍)

Smart Keyboard Folio

iPad Air 11-ଇଞ୍ଚ୍ (M2, M3 ଓ M4)

iPad Air 13-ଇଞ୍ଚ୍ (M2, M3 ଓ M4)

iPad Air (4ର୍ଥ ଏବଂ 5ମ ଜେନେରେଶନ୍)

iPad Pro 11‑ଇଞ୍ଚ୍‌ (1ମ, 2ୟ, 3ୟ ଏବଂ 4ର୍ଥ ଜେନେରେଶନ୍)

iPad Pro 12.9‑ଇଞ୍ଚ୍‌ (3ୟ, 4ର୍ଥ, 5ମ ଏବଂ 6ଷ୍ଠ ଜେନେରେଶନ୍)

Smart Keyboard

iPad (7ମ, 8ମ ଏବଂ 9ମ ଜେନେରେଶନ୍)

iPad Air (3ୟ ଜେନେରେଶନ୍)

iPad Pro 10.5‑iଇଞ୍ଚ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.