ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Air 11-ଇଞ୍ଚ୍‌ (M3)

iPad Air 11-inch (M3)ରେ କ୍ୟାମେରା, ବଟନ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ହାର୍ଡ୍‌ୱେୟର୍‌ ଫୀଚର୍‌ର ଲୋକେଶନ୍‌ ଜାଣନ୍ତୁ।

iPad Air ର ସାମ୍ନା ଭ୍ଯୂ, ଶୀର୍ଷ ବଟନ୍ ଏବଂ ଶୀର୍ଷ ଡାହାଣ ପାର୍ଶ୍ବରେ Touch ID, ଶୀର୍ଷ ଡାହାଣ ପାର୍ଶ୍ବ ପାଖରେ ଭଲ‍୍ୟୂମ୍‌ ବଟନ୍, ଡାହାଣ ମଧ‍୍ୟଭାଗରେ ସାମ୍ନା କ‍୍ୟାମେରା ଏବଂ ଡାହାଣ ପାର୍ଶ୍ବରେ ମାଇକ୍ରୋଫୋନ୍‌କୁ ଦର୍ଶାଉଛି।

1 ଉପର ବଟନ୍/Touch ID

2 ଭଲ୍ୟୂମ୍‌ ବଟନ୍‌

3 ସାମ୍ନା କ‍୍ୟାମେରା

3 ମାଇକ୍ରୋଫୋନ୍

iPad Air ର ପଛ ଭ୍ଯୂ, ଶୀର୍ଷ ବାମ ପାର୍ଶ୍ୱରେ ପଛ କ୍ୟାମେରା ଓ ମାଇକ୍ରୋଫୋନ୍, ନିମ୍ନ ମଧ‍୍ୟଭାଗରେ Smart Connector ଓ USB-C କନେକ୍ଟର୍, ନିମ୍ନ ବାମ ପାର୍ଶ୍ବରେ SIM ଟ୍ରେ (Wi-Fi + Cellular) ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ମାଗ୍ନେଟିକ୍ କନେକ୍ଟର୍‌କୁ ଦର୍ଶାଉଛି।

5 ରିଅର୍‌ କ‍୍ୟାମେରା

6 ମାଇକ୍ରୋଫୋନ୍

7 Smart Connector

8 USB-C କନେକ୍ଟର୍‌

8 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.