ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଲକ୍ ସ୍କ୍ରୀନ୍‌ ଫୀଚର୍‌ ଚାଲୁ କରନ୍ତୁ

iPad ଲକ୍ ହୋଇଥିବା ବେଳେ ସହଜ ଆକ୍ସେସ୍ ପାଇଁ ଆପଣ ଲକ୍ ସ୍କ୍ରୀନ୍‌ରେ କିଛି ସାଧାରଣ ଭାବରେ ବ୍ୟବହୃତ ଫୀଚର୍‌ (ଯେପରିକି କଣ୍ଟ୍ରୋଲ୍‌ ସେଣ୍ଟର୍, ୱିଜେଟ୍ ଏବଂ ମିଡିଆ ପ୍ଲେବ୍ୟାକ୍ କଣ୍ଟ୍ରୋଲ୍‌) ଉପଲବ୍ଧ କରିପାରିବେ।

iPad ଲକ୍ ଥିବା ସମୟରେ, ନିର୍ଦ୍ଦିଷ୍ଟ ଫୀଚର୍‌କୁ ଆକ୍ସେସ୍ ଅନୁମତି ଦେବା ପାଇଁ ବିକଳ୍ପ ସହିତ Face ID ଏବଂ ପାସ୍‌କୋଡ୍ ସେଟିଂସ୍।
  1. ସେଟିଂସ୍‌କୁ ଯାଆନ୍ତୁ, ତା’ପରେ ଆପଣଙ୍କ ମଡେଲ୍ ଉପରେ ନିର୍ଭର କରି ନିମ୍ନଲିଖିତ ମଧ୍ଯରୁ ଗୋଟିଏରେ ଟାପ୍ କରନ୍ତୁ:

    • Face ID ଓ ପାସ୍‌କୋଡ୍

    • Touch ID ଓ ପାସ୍‌କୋଡ୍‌

    • ପାସ୍‌କୋଡ୍

  2. “ଲକ୍ ଥିବା ସମୟରେ ଆକ୍ସେସ୍‌କୁ ଅନୁମତି ଦିଅନ୍ତୁ” ଚାଲୁ କରନ୍ତୁ।

ଯଦି ଆପଣ ଏକ ଫୀଚର୍‌ର ଲକ୍ ସ୍କ୍ରୀନ୍ ଆକ୍ସେସ୍‌କୁ ବନ୍ଦ କରନ୍ତି, ତେବେ ଆପଣ ନିଜର iPadରେ ଥିବା ବ୍ୟକ୍ତିଙ୍କୁ ଏଥିରେ ଥିବା କୌଣସି ପର୍ସନଲ୍‌ ସୂଚନା ଦେଖିବାରୁ ପ୍ରତିରୋଧ କରନ୍ତି (ଯେପରିକି କ୍ୟାଲେଣ୍ଡର୍‌ ୱିଜେଟ୍‌ରେ ଏକ ଅପ୍‌କମିଂ ଇଭେଣ୍ଟ୍‌)। ତେବେ, ଆପଣ ନିଜେ ମଧ୍ଯ ସୂଚନାକୁ ଶୀଘ୍ର ଆକ୍ସେସ୍ ହରାଇ ପାରନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.