ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ରୁଟ୍ କରନ୍ତୁ ଏବଂ ସ୍ୱୟଂଚାଳିତ ଭାବରେ କଲ୍‌ଗୁଡ଼ିକର ଉତ୍ତର ଦିଅନ୍ତୁ

FaceTimeର ଅଡିଓକୁ ଆପଣ iPad ସ୍ପୀକର୍‌କୁ, ଏକ Bluetooth® ହେଡ୍‌ସେଟ୍ କିମ୍ବା ଆପଣଙ୍କ ଶ୍ରବଣ ଡିଭାଇସ୍‌କୁ ସ୍ବୟଂଚାଳିତ ଭାବେ ଡାଇରେକ୍ଟ୍‌ କରିପାରିବେ। iPad ଆପଣ ସେଟ୍ କରିଥିବା ଦୀର୍ଘ ସମୟ ପରେ ମଧ୍ଯ ସ୍ବୟଂଚାଳିତ ଭାବରେ କଲ୍‌ର ଉତ୍ତର ଦେଇପାରିବେ।

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > କଲ୍‌ ଅଡିଓ ରୁଟିଂକୁ ଯାଆନ୍ତୁ, ତା’ପରେ ଏକ ଅଡିଓ ଗନ୍ତବ୍ଯ ବାଛନ୍ତୁ।

  2. “କଲ୍‌ର ସ୍ୱତଃ-ଉତ୍ତର ଦିଅନ୍ତୁ”ରେ ଟାପ୍ କରନ୍ତୁ, “କଲ୍‌ର ସ୍ୱତଃ-ଉତ୍ତର ଦିଅନ୍ତୁ” ଚାଲୁ କରନ୍ତୁ, ତା’ପରେ ହ୍ରାସ ବଟନ୍‌ କିମ୍ବା ବୃଦ୍ଧି ବଟନ୍‌ରେ ଟାପ୍‌ କରି କଲ୍‌ର ଉତ୍ତର ଦେବା ପୂର୍ବରୁ ଅବଧି ସେଟ୍ କରନ୍ତୁ।

କଲ୍ ସମୟରେ, ଆପଣ ନିଜ କାନରୁ ଶ୍ରବଣ ଯନ୍ତ୍ର କାଢ଼ି ଆପଣଙ୍କ ଶ୍ରବଣ ଯନ୍ତ୍ରରୁ iPadର ସ୍ପୀକର୍‌କୁ ଅଡିଓ ରାଉଟିଂ ସ୍ୱିଚ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.