ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଏକ Freeform ବୋର୍ଡ୍‌ ପ୍ରିଣ୍ଟ୍‌ କରନ୍ତୁ

ଆପଣ ଏକ Freeform ବୋର୍ଡ୍‌ ପ୍ରିଣ୍ଟ୍‌ କରିପାରିବେ।

  1. ଆପଣଙ୍କ iPadରେ Freeform ଆପ୍ କୁ ଯାଆନ୍ତୁ।

  2. ଆପଣ ପ୍ରିଣ୍ଟ୍‌ କରିବାକୁ ଚାହୁଁଥିବା ବୋର୍ଡ୍ ଖୋଲନ୍ତୁ, “ଆକ୍ସନ୍ ମେନ‍୍ୟୂ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ପ୍ରିଣ୍ଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜର ବୋର୍ଡ୍‌ରେ ସୀନ୍‌ ସେଭ୍ କରନ୍ତି, ନିମ୍ନୋକ୍ତ ମଧ୍ଯରୁ ଗୋଟିଏ ପ୍ରିଣ୍ଟ୍ କରିବାକୁ ବାଛନ୍ତୁ:

    • ଗୋଟିଏ ପେଜ୍ ଭାବରେ ସମ୍ପୂର୍ଣ୍ଣ ବୋର୍ଡ୍‌: ବୋର୍ଡ୍‌ରେ ଟାପ୍ କରନ୍ତୁ।

    • ପେଜ୍‌ ପ୍ରତି ଗୋଟିଏ ସୀନ୍: ସୀନ୍‌ଗୁଡ଼ିକରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.