ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Pro 12.9-ଇଞ୍ଚ୍ (4ର୍ଥ ଜେନରେଶନ୍)

iPad Pro 12.9-ଇଞ୍ଚ୍‌ (4ର୍ଥ ଜେନରେଶନ୍)ରେ କ‍୍ୟାମେରା, ବଟନ୍ ଏବଂ ଅନ୍ଯ ଆବଶ୍ଯକୀୟ ହାର୍ଡ୍‌ୱେୟର୍ ଫୀଚର୍‌ଗୁଡ଼ିକର ଲୋକେଶନ୍ ଜାଣନ୍ତୁ।

ଶୀର୍ଷ କେନ୍ଦ୍ରରେ ସାମ୍ନା କ୍ୟାମେରାକୁ କଲ୍ ଆଉଟ୍ ସହିତ iPad Proର ସାମ୍ନା ଭ୍ଯୂ, ଶୀର୍ଷ ଡାହାଣ ପାର୍ଶ୍ବରେ ଶୀର୍ଷ ବଟନ୍ ଏବଂ ଡାହାଣ ପାର୍ଶ୍ବରେ ଭଲ‍୍ୟୂମ୍ ବଟନ୍ ଅଛି।

1 ସାମ୍ନା କ‍୍ୟାମେରା

2 ଶୀର୍ଷ ବଟନ୍‌

3 ଭଲ୍ୟୂମ୍‌ ବଟନ୍‌

iPad Pro ର ବ୍ଯାକ୍‌ ଭ୍ଯୂ ସହିତ ପଛ କ‍୍ୟାମେରା ଏବଂ ଉପର ବାମ ପାର୍ଶ୍ବରେ ଫ୍ଲାଶ୍‌, Smart Connector ଏବଂ ନିମ୍ନ କେନ୍ଦ୍ରରେ USB-C କନେକ୍ଟର୍, ନିମ୍ନ ବାମ ପାର୍ଶ୍ବରେ SIM ଟ୍ରେ (Wi-Fi + Cellular) ଏବଂ ବାମ ପାର୍ଶ୍ବରେ Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍।

4 ପଛ କ‍୍ୟାମେରା

5 ଫ୍ଲାଶ୍‌

6 LiDAR ସ୍କାନର୍‌

7 Smart Connector

8 USB-C କନେକ୍ଟର୍‌

9 SIM ଟ୍ରେ (Wi-Fi + cellular)

10 Apple Pencil ପାଇଁ ଚୁମ୍ବକୀୟ କନେକ୍ଟର୍

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.