ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପାସ୍‌ୱର୍ଡ୍ ବ୍ଯବହାର କରନ୍ତୁ

ପାସ୍‌ୱର୍ଡ୍‌ ଆପ୍ ରେ, ଆପଣ ନିଜର ସମସ୍ତ ପାସ୍‌ୱର୍ଡ୍‌, ପାସ୍‌କୀ’ ଏବଂ ଯାଞ୍ଚକରଣ କୋଡ୍ ଗୋଟିଏ ସ୍ଥାନରେ ଖୋଜିପାରିବେ। ଆପଣ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିଥିବା ଏବଂ iCloud ସେଟିଂସ୍‌ରେ ପାସ୍‌ୱର୍ଡ୍ ଓ କୀ’ଚେନ୍ ଚାଲୁ କରିଥିବା ନିଜ ସମସ୍ତ ଡିଭାଇସ୍‌ରେ ନିଜ ପାସ୍‌ୱର୍ଡ୍ ବ‍୍ୟବହାର କରିପାରିବେ। ଏବଂ ଯଦି ଆପଣ ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌ରେ ସାଇନ୍ ଇନ୍ କରିବା ପାଇଁ ଅଟୋଫିଲ୍ ବ‍୍ୟବହାର କରନ୍ତି, ତେବେ ଆପଣଙ୍କ ପାସ୍‌ୱର୍ଡ୍‌ ସ୍ୱୟଂଚାଳିତ ଭାବରେ ପାସ୍‌ୱର୍ଡ୍‌ରେ ଦେଖାଯିବ।

ଏକ ଆକାଉଣ୍ଟ୍ ପାଇଁ ପାସ୍‌ୱର୍ଡ୍ ପରିବର୍ତ୍ତନର ହିଷ୍ଟ୍ରି। ପାସ୍‌ୱର୍ଡ୍ ମୂଳତଃ ଏକ ମାସ ପୂର୍ବରୁ ସେଭ୍ କରାଯାଇଛି ଏବଂ ଏହାକୁ ମଧ‍୍ୟ ଏକ ମାସ ପୂର୍ବରୁ ପରିବର୍ତ୍ତନ କରାଯାଇଥିଲା,

ଆପଣଙ୍କ ସମସ୍ତ ପ୍ରକାରର ପାସ୍‌ୱର୍ଡ୍‌ କ୍ରେଡେନ୍‌ଶଲ୍‌ ଦେଖନ୍ତୁ:

  • ଆପ୍ ପାସ୍‌ୱର୍ଡ୍‌

  • ଓ୍ବେବ୍‌ସାଇଟ୍‌ ପାସ୍‌ୱର୍ଡ୍‌

  • Apple ସହିତ ସାଇନ୍ ଇନ୍ କରନ୍ତୁ

  • ପାସ୍‌କୀ’

  • ଯାଞ୍ଚକରଣ କୋଡ୍‌

  • Wi-Fi ପାସ୍‌ୱର୍ଡ୍‌

  • ଗ୍ରୂପ୍‌ ସହ ପାସ୍‌ୱର୍ଡ୍‌ ଶେୟର୍‌ କରାଯାଇଛି

ସର୍ଚ୍ଚ୍ କରି କିମ୍ବା କ୍ରମବଦ୍ଧ କରି ଏକ ପାସ୍‌ୱର୍ଡ୍ ଖୋଜନ୍ତୁ। ଏହାପରେ ପାସ୍‌ୱର୍ଡ୍‌ ଦେଖାଇବା କିମ୍ବା ପରିବର୍ତ୍ତନ କରିବା କିମ୍ବା ଡିଲିଟ୍ କରିବା ପାଇଁ “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ଟିପ୍‌: ପାସ୍‌ୱର୍ଡ୍‌ରେ, ଦୁର୍ବଳ ପାସ୍‌ଓ୍ବର୍ଡ୍‌ ପରିବର୍ତ୍ତନ କରିବାକୁ ସୁପାରିଶ ପାଇଁ ସୁରକ୍ଷାରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.