ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safariରେ ବ୍ରାଉଜିଂ ସମୟରେ ବିଭ୍ରାନ୍ତି ଲୁଚାନ୍ତୁ

ଏକ ୱେବ୍ ପୃଷ୍ଠାରେ ମେନ୍ଯୁ ଏବଂ ଅନ୍ଯ ପ୍ରତିବନ୍ଧକ ଲୁଚାଇବା ପାଇଁ “ଡିଷ୍ଟ୍ରାକ୍ସନ୍ କଣ୍ଟ୍ରୋଲ୍” ବ୍ଯବହାର କରନ୍ତୁ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ୱେବ୍‌ସାଇଟ୍‌ରେ, ପୃଷ୍ଠା ମେନ‍୍ୟୂ ବଟନ୍ ଟାପ୍‌ କରନ୍ତୁ, ତା’ପରେ “ବିଭ୍ରାନ୍ତକର ଆଇଟମ୍ ଲୁଚାନ୍ତୁ”ରେ ଟାପ୍‌ କରନ୍ତୁ।

  3. ଆପଣ ୱେବ୍‌ପୃଷ୍ଠାରୁ ଲୁଚାଇବାକୁ ଚାହୁଁଥିବା ଏକ ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ “ଲୁଚାନ୍ତୁ”ରେ ଟାପ୍ କରନ୍ତୁ।

    ଆପଣ ଯେତେ ଚାହିଁବେ ସେତେ ଆଇଟମ୍ ଲୁଚାଇ ପାରିବେ।

  4. “ଚୟନିତ” ବଟନ୍ ରେ ଟାପ୍‌ କରନ୍ତୁ।

    ଏକ ଆଇଟମ୍ ଲୁଚାଇବା ବନ୍ଦ କରିବାକୁ, “ପୃଷ୍ଠା ମେନ‍୍ୟୂ ବିଭ୍ରାନ୍ତି ଲୁକ୍କାୟିତ” ବଟନ୍ ରେ ଟାପ୍ କରନ୍ତୁ, “ଲୁକ୍କାୟିତ ଆଇଟମ୍ ଦେଖାନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସୁନିଶ୍ଚିତ କରିବାକୁ “ଦେଖାନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.