ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

Apple TV 4K ପାଇଁ ଓ୍ବେବ୍‌କ୍ଯାମ୍‌ ଭାବରେ ଆପଣଙ୍କ iPad ବ୍ଯବହାର କରନ୍ତୁ

କଣ୍ଟିନ୍ଯୁଇଟି କ୍ଯାମେରା ସହିତ, ଆପଣ ଆପଣଙ୍କର Apple TV 4K ପାଇଁ ଏକ ଓ୍ବେବ୍‌କ୍ଯାମ୍‌ କିମ୍ବା ମାଇକ୍ରୋଫୋନ୍ ଭାବରେ ଆପଣଙ୍କର iPad ବ୍ଯବହାର କରିପାରିବେ ଏବଂ ଶକ୍ତିଶାଳୀ iPad କ୍ଯାମେରା ଏବଂ ଆପ୍ ଏବଂ FaceTime କଲ୍ ପାଇଁ ଭିଡିଓ ପ୍ରଭାବରୁ ଲାଭ ଉଠାଇପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.