ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ରିମାଇଣ୍ଡର୍‌ରେ କୀ’ବୋର୍ଡ୍ ଶର୍ଟକଟ୍ ବ୍ଯବହାର କରନ୍ତୁ

ଯଦି ଆପଣଙ୍କର iPad ଏକ iPad କୀ'ବୋର୍ଡ୍ ସହିତ ସଂଯୁକ୍ତ ଅଛି, ତେବେ ଆପଣ ରିମାଇଣ୍ଡର୍ ଆପ୍ ରେ ଶୀଘ୍ର କାର୍ଯ୍ଯ କରିବା ପାଇଁ କୀ'ବୋର୍ଡ୍ ଶର୍ଟକଟ୍ ବ୍ଯବହାର କରିପାରିବେ।

କୀ’ବୋର୍ଡ୍ ଶର୍ଟ୍‌କଟ୍‌ର ଉଦାହରଣ

  • ଏକ ନୂଆ ଲିଷ୍ଟ୍ ତିଆରି କରନ୍ତୁ: ଶିଫ୍ଟ୍-କମାଣ୍ଡ୍-N ଦବାନ୍ତୁ।

  • ଏକ ନୂଆ ରିମାଇଣ୍ଡର୍ ଯୋଡ଼ନ୍ତୁ: କମାଣ୍ଡ୍‌-N ଦବାନ୍ତୁ।

  • ସମ୍ପୂର୍ଣ୍ଣ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକୁ ଦେଖାନ୍ତୁ: ଶିଫ୍ଟ୍-କମାଣ୍ଡ୍-H ଦବାନ୍ତୁ।

  • ଆପଣଙ୍କୁ ଅସାଇନ୍ କରାଯାଇଥିବା ସମସ୍ତ ରିମାଇଣ୍ଡର୍ ଦେଖାନ୍ତୁ: କମାଣ୍ଡ୍‌-5 ଦବାନ୍ତୁ।

କୀ’ବୋର୍ଡ୍ ଶର୍ଟ୍‌କଟ୍ ଶିଖନ୍ତୁ

ଶର୍ଟ୍‌କଟ୍‌ ଦେଖାନଯିବା ପର୍ଯ୍ଯନ୍ତ ଗ୍ଲୋବ୍ () କୀ’ କିମ୍ବା କମାଣ୍ଡ୍‌ (⌘) କୀ’କୁ ଦବାଇ ହୋଲ୍ଡ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.