ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା ମ୍ଯୂଜିକ୍‌ରେ ସାଉଣ୍ଡ୍ ଗୁଣବତ୍ତା ଆଡ୍‌ଜଷ୍ଟ୍‌ କରନ୍ତୁ

EQ ଏବଂ “ସାଉଣ୍ଡ୍‌ ଯାଞ୍ଚ” ସହିତ ମ୍ଯୂଜିକ୍‌ ଆପ୍‌ ରେ ସାଉଣ୍ଡ୍‌ର ଶୈଳୀ ପରିବର୍ତ୍ତନ କରନ୍ତୁ।

ଚେତାବନୀ: ଶ୍ରବଣ ଶକ୍ତି ହ୍ରାସ ଏଡ଼ାଇବା ସମ୍ବନ୍ଧିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସୂଚନା ଦେଖନ୍ତୁ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ମ‍୍ୟୂଜିକ୍‌ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ‍୍ୟରୁ ଗୋଟିଏରେ ଟାପ୍ କରନ୍ତୁ:

    • EQ: ଏକ ଇକ୍ବାଲାଇଜେଶନ୍ (EQ) ସେଟିଂ ବାଛନ୍ତୁ।

    • ସାଉଣ୍ଡ୍ ଯାଞ୍ଚ କରନ୍ତୁ: ଆପଣଙ୍କ ଅଡିଓର ଭଲ୍ଯୂମ୍‌ ସ୍ତର ସ୍ବାଭାବିକ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.