ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad Air (3ୟ ଜେନେରେଶନ୍)

iPad Air (3ୟ ଜେନେରେଶନ୍)ରେ କ‍୍ୟାମେରା, ବଟନ୍ ଏବଂ ଅନ୍ଯ ଆବଶ୍ଯକୀୟ ହାର୍ଡୱେର୍ ଫୀଚର୍‌ଗୁଡ଼ିକର ଲୋକେଶନ୍ ଜାଣନ୍ତୁ।

ଶୀର୍ଷ କେନ୍ଦ୍ରରେ ସାମ୍ନା କ୍ୟାମେରାକୁ କଲ୍‌ଆଉଟ୍ ସହ iPad Airର ସାମ୍ନା ଭ୍ଯୂ, ଶୀର୍ଷ ଡାହାଣ ପାର୍ଶ୍ବରେ ଥିବା ଶୀର୍ଷ ବଟନ୍, ଡାହାଣ ପାର୍ଶ୍ବରେ ଥିବା ଭଲ‍୍ୟୂମ୍‌ ବଟନ୍ ଏବଂ ନିମ୍ନ କେନ୍ଦ୍ରରେ ଥିବା ହୋମ୍ ବଟନ୍/Touch ID ଅଛି।

1 ସାମ୍ନା କ‍୍ୟାମେରା

2 ଶୀର୍ଷ ବଟନ୍‌

3 ଭଲ୍ୟୂମ୍‌ ବଟନ୍‌

4 ହୋମ୍ ବଟନ୍/Touch ID

ଶୀର୍ଷ ବାମ ପାର୍ଶ୍ୱରେ ପଛ କ‍୍ୟାମେରା ସହିତ iPad Airର ବ୍ଯାକ୍‌ ଭ୍ଯୂ, ଶୀର୍ଷ ଡାହାଣ ପାର୍ଶ୍ୱରେ ହେଡ୍‌ଫୋନ୍‌ ଜ୍ଯାକ୍‌, ଡାହାଣ ପାର୍ଶ୍ବରେ Smart Connector, ନିମ୍ନ କେନ୍ଦ୍ରରେ Lightning କନେକ୍ଟର୍ ଏବଂ ନିମ୍ନ ବାମ ପାର୍ଶ୍ୱରେ SIM ଟ୍ରେ (Wi-Fi + Cellular) ଅଛି।

5 ରିଅର୍‌ କ‍୍ୟାମେରା

6 ହେଡ୍‌ଫୋନ୍‌ ଜ୍ଯାକ୍‌

7 Smart Connector

8 Lightning କନେକ୍ଟର୍‌

9 SIM ଟ୍ରେ (Wi-Fi + cellular)

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.