ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଏକ FaceTime କଲ୍ କରନ୍ତୁ କିମ୍ବା ମେସେଜ୍‌କୁ ସ୍ୱିଚ୍ କରନ୍ତୁ

ଆପଣ ଯେକୌଣସି ସମୟରେ FaceTime ଆପ୍‌ରେ ଏକ କଲ୍ ଛାଡ଼ି ପାରିବେ କିମ୍ବା ମେସେଜ୍‌ରେ ଆପଣଙ୍କ ବାର୍ତ୍ତାଳାପ ଜାରି ରଖିପାରିବେ।

ଏକ FaceTime କଲ୍ ଛାଡି ଯାଆନ୍ତୁ

  1. ଆପଣଙ୍କ iPad ରେ FaceTime ଆପ୍‌ ରେ ଏକ କଲ୍ ସମୟରେ, FaceTime କଣ୍ଟ୍ରୋଲ୍‌ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେଗୁଡ଼ିକ ଦୃଶ‍୍ୟମାନ ନୁହେଁ)।

  2. “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

ଏକ ମେସେଜ୍ ବାର୍ତ୍ତାଳାପକୁ ସ୍ୱିଚ୍ କରନ୍ତୁ

ଏକ କଲ୍ ସମୟରେ, ଆପଣ ଏକ ମେସେଜ୍ ଥ୍ରେଡ୍‌କୁ ଯାଇପାରିବେ ଯେଉଁଥିରେ କଲ୍‌ରେ ଥିବା ସମସ୍ତେ ଅନ୍ତର୍ଭୁକ୍ତ।

  1. ଆପଣଙ୍କ iPad ରେ FaceTime ଆପ୍‌ ରେ ଏକ କଲ୍ ସମୟରେ, FaceTime କଣ୍ଟ୍ରୋଲ୍‌ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ (ଯଦି ସେଗୁଡ଼ିକ ଦୃଶ‍୍ୟମାନ ନୁହେଁ)।

  2. କଣ୍ଟ୍ରୋଲ୍ ଶୀର୍ଷରେ ଥିବା କଣ୍ଟାକ୍ଟ୍ ସୂଚନା କିମ୍ବା ଲୋକ ଗଣନାରେ ଟାପ୍ କରନ୍ତୁ, ତା’ପରେ ମେସେଜ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.