ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safariରେ ୱେବ୍‌ପେଜ୍‌କୁ PDF ଭାବରେ ଏନୋଟେଟ୍ କରି ସେଭ୍ କରନ୍ତୁ

ଆପଣ ଏକ ୱେବ୍‌ପେଜ୍ ଚିହ୍ନିତ କରିପାରିବେ, ଆପଣଙ୍କ ଫେଭରିଟ୍‌ ଅଂଶକୁ ହାଇଲାଇଟ୍ କରିପାରିବେ, ନୋଟ୍ ଡ୍ର କରିପାରିବେ ଓ ଲେଖିପାରିବେ ଏବଂ ଅନ୍ଯମାନଙ୍କ ସହ ଆପଣଙ୍କ ଡକ୍ଯୁମେଣ୍ଟ୍‌କୁ PDF ଭାବେ ଶେୟର୍‌ କରିପାରିବେ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଏକ ୱେବ୍‌ପୃଷ୍ଠାକୁ ଯାଆନ୍ତୁ, ତା’ପରେ “ଶେୟର୍ କରନ୍ତୁ”‌ ବଟନ୍‌ ରେ ଟାପ୍ କରନ୍ତୁ।

  3. “ଅଧିକ” ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ମାର୍କ୍‌ଅପ୍‌ରେ ଟାପ୍‌ କରନ୍ତୁ।

  4. ୱେବ୍‌ପୃଷ୍ଠା ଆନୋଟେଟ୍ କରିବାକୁ ଟୂଲ୍ ବ୍ଯବହାର କରନ୍ତୁ।

  5. ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ଫାଇଲ୍ ଏଠାରେ ସେଭ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

  6. ଫାଇଲ୍ ପାଇଁ ଏକ ନାମ ଲେଖନ୍ତୁ, ତା’ପରେ “ସେଭ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.