ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ କମ୍ CAPTCHA ଚ୍ଯାଲେଞ୍ଜ୍‌ ସହିତ ସାଇନ୍ ଇନ୍ କରନ୍ତୁ

କେତେକ ଓ୍ବେବ୍‌ସାଇଟ୍‌ ଏବଂ ଆପ୍ ସାଇନ୍-ଇନ୍ ସ୍କ୍ରୀନ୍ ଆପଣଙ୍କୁ CAPTCHA ଚ୍ଯାଲେଞ୍ଜ୍‌ରେ ପାସ୍ କରିବା ଆବଶ‍୍ୟକ କରେ, ଯେପରିକି ଅସ୍ୱାଭାବିକ ଆକାରରେ ଥିବା ଅକ୍ଷରଗୁଡ଼ିକୁ ଚିହ୍ନିବା। iCloud ଆପଣଙ୍କୁ ଆପଣଙ୍କର iPad ଏବଂ ଆକାଉଣ୍ଟ୍‌କୁ ସ୍ବୟଂଚାଳିତ ଏବଂ ଗୋପନୀୟ ଭାବରେ ଯାଞ୍ଚ କରି ଅନେକ ସମସ‍୍ୟାକୁ ବାଇପାସ୍ କରିବାକୁ ଅନୁମତି ଦିଏ। ଆପଣ ଏହି ବାଇପାସ୍‌କୁ ଚାଲୁ କିମ୍ବା ବନ୍ଦ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍  କୁ ଯାଆନ୍ତୁ।

  2. ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ “ସାଇନ୍-ଇନ୍ ଏବଂ ସୁରକ୍ଷା”ରେ ଟାପ୍ କରନ୍ତୁ।

  3. ସ୍ୱୟଂଚାଳିତ ଯାଞ୍ଚକରଣ ଚାଲୁ କିମ୍ବା ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.