ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା ଫଟୋ ଆପ୍‌ରେ ସ୍ଲାଇଡ୍‌ଶୋ’ କରନ୍ତୁ

ଫଟୋ ଆପ୍‌ରେ, ଆପଣ ନିଜ ଲାଇବ୍ରେରିରୁ ବାଛିଥିବା ଫଟୋ ଏବଂ ଭିଡିଓଗୁଡ଼ିକର ଚୟନ ଦେଖିବା ପାଇଁ ଏକ ସ୍ଲାଇଡ୍‌ଶୋ’ ତିଆରି କରିପାରିବେ। ସ୍ଲାଇଡ୍‌ଶୋ’ଗୁଡ଼ିକ ସ୍ୱୟଂଚାଳିତ ଭାବରେ ଫର୍ମାଟ୍ ହୋଇ ମ୍ଯୂଜିକ୍‌ରେ ସେଟ୍ ହୁଏ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ।

  3. “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ସ୍ଲାଇଡ୍‌ଶୋ’ରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିବା ପ୍ରତ୍ଯେକ ଫଟୋରେ ଟାପ୍ କରନ୍ତୁ।

  4. “ଅଧିକ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ସ୍ଲାଇଡ୍‌ଶୋ ଭାବରେ ଚଲାନ୍ତୁ”ରେ ଟାପ୍ କରନ୍ତୁ।

ସ୍ଲାଇଡ୍ ଶୋ’ ମ୍ଯୁଜିକ୍‌, ଥିମ୍ ଇତ୍ଯାଦି ପରିବର୍ତ୍ତନ କରିବାକୁ, ଆପଣଙ୍କ ମେମୋରି ପର୍ସନାଲାଇଜ୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.