ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଏକ ଗୋପନୀୟ ନେଟ୍‌ୱର୍କ୍‌ ଠିକଣା ବ୍ୟବହାର କରନ୍ତୁ

ଆପଣଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବାରେ ସହାୟତା କରିବା ପାଇଁ, ଆପଣଙ୍କ iPad ପ୍ରତ୍ୟେକ Wi-Fi ନେଟ୍‌ଓ୍ବର୍କ୍‌ରେ ଯୋଗ ଦେଉଥିବା ଏକ ମିଡିଆ ଆକ୍ସେସ୍‌ କଣ୍ଟ୍ରୋଲ୍‌ (MAC) ଠିକଣା ନାମକ ଏକ ଅନନ୍ୟ ବ୍ୟକ୍ତିଗତ ନେଟ୍‌ଓ୍ବର୍କ୍‌ ଠିକଣା ବ୍ୟବହାର କରେ।

ଯଦି ଏକ ନେଟ୍‌ଓ୍ବର୍କ୍‌ ଏକ ବ୍ୟକ୍ତିଗତ ଠିକଣା ବ୍ୟବହାର କରିପାରୁ ନାହିଁ (ଉଦାହରଣ ସ୍ୱରୂପ, ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ପ୍ରଦାନ କରିବାକୁ କିମ୍ବା ପ୍ରାଧିକୃତ ଭାବରେ ଯୋଗ ଦେବା ପାଇଁ ଆପଣଙ୍କ iPad ଚିହ୍ନଟ କରିବାକୁ), ତେବେ ଆପଣ ସେହି ନେଟ୍‌ଓ୍ବର୍କ୍‌ ପାଇଁ ଏକ ବ୍ୟକ୍ତିଗତ ଠିକଣା ବ୍ୟବହାର କରିବା ବନ୍ଦ କରିପାରିବେ।

ଏକ ନେଟ୍‌ୱର୍କ୍‌ ପାଇଁ ଏକ ବ‍୍ୟକ୍ତିଗତ ଠିକଣା ବନ୍ଦ କରନ୍ତୁ

  1. ନେଟ୍‌ଓ୍ବର୍କ୍ ପାଇଁ ସେଟିଂସ୍‌  > Wi-Fiକୁ ଯାଆନ୍ତୁ, ତା’ପରେ ସେଟିଂସ୍ ବଟନ୍‌ରେ ଟାପ୍ କରନ୍ତୁ।

  2. ଗୋପନୀୟ ଠିକଣା ବନ୍ଦ କରନ୍ତୁ।

    ଗୁରୁତ୍ବପୂର୍ଣ୍ଣ: ଉତ୍ତମ ଗୋପନୀୟତା ପାଇଁ, ଏହାକୁ ସମର୍ଥନ କରୁଥିବା ସମସ୍ତ ନେଟ୍‌ଓ୍ବର୍କ୍‌ ପାଇଁ ବ୍ୟକ୍ତିଗତ ଠିକଣା ଚାଲୁ ରଖନ୍ତୁ। ଏକ ବ୍ୟକ୍ତିଗତ ଠିକଣା ବ୍ୟବହାର କରିବା ଦ୍ବାରା ଏହା ବିଭିନ୍ନ Wi-Fi ନେଟ୍‌ଓ୍ବର୍କ୍‌ରେ ଆପଣଙ୍କ iPadର ଟ୍ରାକିଂ ହ୍ରାସ କରିବାରେ ସହାୟତା କରେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.