ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ଫ୍ଲାଶ୍‌ଲାଇଟ୍ ଚାଲୁ କିମ୍ବା ବନ୍ଦ କରନ୍ତୁ

ସମର୍ଥିତ ମଡେଲ୍‌ଗୁଡ଼ିକରେ, ଆପଣ ବିଲ୍ଟ୍-ଇନ୍ ଫ୍ଲାଶଲାଇଟ୍ ବ‍୍ୟବହାର କରି ଆପଣଙ୍କ ରାସ୍ତା ଆଲୋକିତ କରିପାରିବେ କିମ୍ବା କୌଣସି ଜିନିଷକୁ ଭଳଭାବରେ ଦେଖିପାରିବେ।

ଫ୍ଲାଶ୍‌ଲାଇଟ୍ ଅନ୍ କିମ୍ବା ଅଫ୍ କରିବାକୁ Siri ବ୍ଯବହାର କରନ୍ତୁ

ଆପଣ ଫ୍ଲାଶ୍‌ଲାଇଟ୍ ଅନ୍ କିମ୍ବା ଅଫ୍ କରିବାକୁ Siri ବ‍୍ୟବହାର କରିପାରିବେ।

ଫ୍ଲାଶଲାଇଟ୍ ଅନ୍ କିମ୍ବା ଅଫ୍ କରିବାକୁ କଣ୍ଟ୍ରୋଲ୍ ସେଣ୍ଟର୍ ବ୍ଯବହାର କରନ୍ତୁ

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. ଫ୍ଲାଶଲାଇଟ୍ ଚାଲୁ କରିବା ପାଇଁ ଫ୍ଲାଶ୍‌ଲାଇଟ୍ ବଟନ୍‌ ଉପରେ ଟାପ୍ କରନ୍ତୁ; ଏହାକୁ ବନ୍ଦ କରିବା ପାଇଁ ପୁନର୍ବାର ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ କଣ୍ଟ୍ରୋଲ୍ ସେଣ୍ଟର୍‌ (ଏକ ସମର୍ଥିତ ମଡେଲ୍‌ରେ)ରେ ଫ୍ଲାଶ୍‌ଲାଇଟ୍ ବଟନ୍‌ ଦେଖୁନାହାନ୍ତି, ତେବେ ଆପଣ ଏହାକୁ ଯୋଡ଼ିପାରିବେ। କଣ୍ଟ୍ରୋଲ୍ କଷ୍ଟମାଇଜ୍ କରନ୍ତୁ ଦେଖନ୍ତୁ।

ଫ୍ଲାଶ୍‌ଲାଇଟ୍‌ର ଉଜ୍ଜ୍ୱଳତା ବଦଳାନ୍ତୁ

  1. କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁ

  2. କଣ୍ଟ୍ରୋଲ୍ ସେଣ୍ଟର୍‌ରେ ଫ୍ଲାଶ୍‌ଲାଇଟ୍ ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ବ୍ରାଇଟ୍‌ନେସ୍ ଆଡ୍‌ଜଷ୍ଟ୍ କରିବା ପାଇଁ କଣ୍ଟ୍ରୋଲ୍‌ରେ ଆପଣଙ୍କ ଆଙ୍ଗୁଛିକୁ ଉପରକୁ କିମ୍ବା ତଳକୁ ସ୍ଲାଇଡ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.