iPad ରେ ଥିବା ପ୍ରୀଭ୍ଯୂ ଆପ୍‌ରେ PDF ଏବଂ ଇମେଜ୍ ପରିଚାଳନା କରନ୍ତୁ

  1. ଆପଣଙ୍କ iPad ରେ ଥିବା ପ୍ରୀଭ‍୍ୟୂ ଆପ୍ କୁ ଯାଆନ୍ତୁ।

  2. ଏକ PDF କିମ୍ବା ଇମେଜ୍ ଖୋଲନ୍ତୁ

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଫାଇଲ୍ ସେଭ୍ କରନ୍ତୁ ଏବଂ ମୁଖ‍୍ୟ ମେନ‍୍ୟୂକୁ ଫେରନ୍ତୁ: “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

    • ଫାଇଲ୍ ରୀନେମ୍ କରନ୍ତୁ: ଫାଇଲ୍‌ ନାମ ପାଖରେ ଥିବା “ଆକ୍ସନ୍ ମେନ‍୍ୟୂ” ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ “ରୀନେମ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ। ଏକ ନୂଆ ଫାଇଲ୍ ନାମ ଲେଖନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ କୀ’ବୋର୍ଡ୍‌ରେ ସମ୍ପୂର୍ଣ୍ଣ ବଟନ୍‌ ଟାପ୍ କରନ୍ତୁ।

    • କ୍ଲିପ୍‌ବୋର୍ଡ୍‌କୁ PDF କିମ୍ବା ଇମେଜ୍ କପି କରନ୍ତୁ: “ଶେୟର୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “କପି କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ଡୁପ୍ଲିକେଟ୍ ତିଆରି କରନ୍ତୁ: ଫାଇଲ୍ ନାମ ପାଖରେ ଥିବା “ଆକ୍ସନ୍ ମେନ‍୍ୟୂ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଡୁପ୍ଲିକେଟ୍‌ରେ ଟାପ୍ କରନ୍ତୁ।

    • ଏକ ଭିନ୍ନ ଫର୍ମାଟରେ PDF କିମ୍ବା ଇମେଜ୍ ଏକ୍ସ୍‌ପୋର୍ଟ୍ କରନ୍ତୁ:PDF ଏବଂ ଇମେଜ୍ ଏକ୍ସପୋର୍ଟ୍‌ କିମ୍ବା କମ୍ପ୍ରେସ୍ କରନ୍ତୁ” ଦେଖନ୍ତୁ।

    • ଫାଇଲ୍ ମୂଭ୍ କରନ୍ତୁ: ଫାଇଲ୍ ନାମ ପାଖରେ ଥିବା “ଆକ୍ସନ୍ ମେନ‍୍ୟୂ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ମୂଭ୍ କରନ୍ତୁ”ରେ ଟାପ୍ କରନ୍ତୁ। ପ୍ରୀଭ୍ଯୂ ବଟନ୍‌ ପାଖରେ ଥିବା “ଆକ୍ସନ୍ ମେନ‍୍ୟୂ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଏକ ନୂଆ ଲୋକେଶନ୍ ଚୟନ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.