ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ “ଖୋଜାଖୋଜି” ଆପ୍‌କୁ ବନ୍ଦ କରନ୍ତୁ

ଯଦି ଆପଣ ନିଜ ଲୋକେଶନ୍ ଶେୟର୍ କରିବାକୁ କିମ୍ବା ନିଜ ବନ୍ଧୁ, ଡିଭାଇସ୍ ଏବଂ ଆଇଟମ୍‌ଗୁଡ଼ିକର ଲୋକେଶନ୍ ଆଉ ଦେଖିବାକୁ ଚାହୁଁନାହାନ୍ତି, ତେବେ ଆପଣ ନିଜ iPadରେ “ଖୋଜାଖୋଜି“ ଆପ୍‌କୁ ବନ୍ଦ କରିପାରିବେ।

  1. ଆପଣଙ୍କ iPadରେ ସେଟିଂସ୍‌  > [ଆପଣଙ୍କ ନାମ] > ଖୋଜାଖୋଜିକୁ ଯାଆନ୍ତୁ।

  2. “ମୋ iPad ଖୋଜନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏହାକୁ ବନ୍ଦ କରିବା ପାଇଁ ଟାପ୍ କରନ୍ତୁ।

  3. ଆପଣଙ୍କ Apple ଆକାଉଣ୍ଟ୍ ପାସ୍‌ୱର୍ଡ୍‌ ଲେଖନ୍ତୁ, ତା’ପରେ “ବନ୍ଦ କରନ୍ତୁ” ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.