iPad ରେ ରିଂଟୋନ୍‌ ଚୟନ କରନ୍ତୁ

ଆପଣ ନିର୍ଦ୍ଦିଷ୍ଟ ଲୋକଙ୍କୁ ସ୍ବତନ୍ତ୍ର ରିଂଟୋନ୍ ଆସାଇନ୍ କରିପାରିବେ ଏବଂ ରିଙ୍ଗର୍‌କୁ ଚାଲୁ କିମ୍ବା ବନ୍ଦ କରିପାରିବେ।

ଏକ କଣ୍ଟାକ୍ଟ୍‌ରେ ଏକ ଭିନ୍ନ ରିଂଟୋନ୍ ଅସାଇନ୍ କରନ୍ତୁ

  1. ଆପଣଙ୍କ iPad ରେ କଣ୍ଟାକ୍ଟ୍‌ ଆପ୍ ଖୋଲନ୍ତୁ।

  2. ଏକ କଣ୍ଟାକ୍ଟ୍ ଚୟନ କରନ୍ତୁ, “ଏଡିଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ, “ରିଂଟୋନ୍”ରେ ଟାପ୍ କରନ୍ତୁ, ତା’ପରେ ଏକ ରିଂଟୋନ୍ ଚୟନ କରନ୍ତୁ।

ରିଂଗର୍ ଚାଲୁ କିମ୍ବା ବନ୍ଦ କରନ୍ତୁ

ସାଇଲେଣ୍ଟ୍ ମୋଡ୍ ଚାଲୁ ଥିବା ସମୟରେ ମଧ୍ଯ ଘଣ୍ଟା ଆଲାର୍ମ୍ ଚାଲୁ ରହିଥାଏ।

ଆସୁଥିବା କଲ୍‌ଗୁଡ଼ିକୁ ଅସ୍ଥାୟୀ ଭାବରେ ନୀରବ କରିବା ପାଇଁ, iPad ରେ ଏକ ଫୋକସ୍ ଚାଲୁ କରନ୍ତୁ କିମ୍ବା ଶେଡ୍ଯୂଲ୍‌ କରନ୍ତୁ

ଆପଣ ଏକ କଲ୍, ଟେକ୍ସ୍‌ଟ୍, ଭଏସ୍‌ମେଲ୍, ଇମେଲ୍, ରିମାଇଣ୍ଡର୍ କିମ୍ୱା ଅନ୍ୟ ନୋଟିଫିକେଶନ୍‌ ପ୍ରାପ୍ତ କରିବା ସମୟରେ ଚାଲୁଥିବା ଡିଫଲ୍ଟ୍ ସାଉଣ୍ଡ୍‌କୁ ମଧ‍୍ୟ ପରିବର୍ତ୍ତନ କରିପାରିବେ। ଅଧିକ ଜାଣିବା ପାଇଁ, ଆପଣଙ୍କ iPad ସାଉଣ୍ଡ୍‌ କଷ୍ଟମାଇଜ୍‌ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.