iPad ରେ ଥିବା ପ୍ରୀଭ୍ଯୂ ଆପ୍‌ରେ ଏକ PDF ଆଟାଚ୍‌ମେଣ୍ଟ୍‌ ସହିତ ଏକ ଇମେଲ୍‌ର ଉତ୍ତର ଦିଅନ୍ତୁ

  1. ଆପଣଙ୍କ iPadରେ Mail ଆପ୍ କୁ ଯାଆନ୍ତୁ।

  2. ଆଟାଚ୍‌ ଥିବା ଏକ PDF ସହିତ ଏକ ଇମେଲ୍ ଖୋଲନ୍ତୁ, ତା’ପରେ ପ୍ରୀଭ୍ଯୂ ଆପ୍‌ରେ ଖୋଲିବା ପାଇଁ ଆଟାଚ୍‌ମେଣ୍ଟ୍‌ରେ ଟାପ୍ କରନ୍ତୁ।

  3. PDF ପୂରଣ କରନ୍ତୁ କିମ୍ବା ଆନୋଟେଟ୍‌ କରନ୍ତୁ

  4. Mail ଆପ୍‌କୁ ଫେରିଯାଆନ୍ତୁ, ତା’ପରେ ଅରିଜିନଲ୍ ଇମେଲ୍ ଖୋଲନ୍ତୁ।

  5. “ଉତ୍ତର ଦିଅନ୍ତୁ” ରେ ଟାପ୍ କରନ୍ତୁ,“ଆଟାଚ୍‌ମେଣ୍ଟ୍” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “ଫାଇଲ୍ ଆଟାଚ୍ କରନ୍ତୁ”ରେ ଟାପ୍ କରନ୍ତୁ।

  6. ଅପ୍‌ଡେଟ୍ ହୋଇଥିବା PDF ଚିହ୍ନଟ କରନ୍ତୁ, ତା’ପରେ ଏହାକୁ ଚୟନ କରିବା ପାଇଁ ଟାପ୍ କରନ୍ତୁ।

  7. ବୈକଳ୍ପିକ ଭାବରେ, ଉତ୍ତରରେ ଟେକ୍ସ୍‌ଟ୍ ଯୋଡ଼ନ୍ତୁ।

  8. “ପଠାନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.